ବାଇକ ଏବଂ ବୋଲେରୋ ଧକ୍କା : ଶିକ୍ଷକଙ୍କ ମୃତ୍ୟୁ

ବୌଦ୍ଧ : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନଂ.୫୭ର ବାଣୀଗୋଚ୍ଛା ଥାନାର ଦୁର୍ଗା ପ୍ରସାଦ ବୁଲାଣୀଠାରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବାଇକ ଚାଳକ କଟକ ଜିଲ୍ଲା ନରସିଂହପୁର ଥାନା ଫୁଲପଡା ଗାଁର ଶିକ୍ଷକ ଦେବୀଦତ୍ତ ବେହେରାଙ୍କ ମୃତ୍ୟୁ ।

Leave A Reply

Your email address will not be published.