oom

ବିଜେଡିର ଅଧ୍ୟକ୍ଷା ପ୍ରାର୍ଥନୀ ମାନସୀ ବିଶ୍ଵାଳ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ୱ।ର୍ଡ ନଂ. ୬, ୭ ଓ ୮ରେ ଘରକୁ ଘର ବୁଲି ପ୍ରଚାର କଲେ ବିଧାୟକ ସରୋଜ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ବିଜୁଜନତା ଦଳ ପକ୍ଷରୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ମାନସୀ ବିଶ୍ଵାଳ ଓ ୱ।ର୍ଡ ନଂ. ୬, ୭ ଓ ୮ର ବିଜେଡି କାଉନସିଲର ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ନବୀନ ସରକାରଙ୍କ ଜନ ହିତକର ଯୋଜନାର ବିକାଶ ଧାରାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ବିଜେଡି ପ୍ରାର୍ଥୀ ମାନଙ୍କୁ ବିପୁଳ ପରିମାଣର ଭୋଟ ଦେଇ ଜିତାଇବାକୁ ବିଧାୟକ ଶ୍ରୀ ମେହେର ଭୋଟରଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.