ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ : ଜେଲ୍‌ ଡିଆଇଜିଙ୍କ ସମେତ ଚାକିରିରୁ ବିଦା ହେଲେ ୭ ଅଧିକାରୀ

ଭୁବନେଶ୍ୱର : ଦୁର୍ନୀତି ଓ ଅପାରଗତା ଯୋଗୁଁ ଜେଲ୍‌ ଡିଆଇଜିଙ୍କ ସମେତ ୭ଜଣ ଅଫିସରଙ୍କୁ ଚାକିରିରୁ ବିଦା କରିଛନ୍ତି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟସରକାର । ତେବେ ଚାକିରିରୁ ବିଦା ହୋଇ ବାଧ୍ୟତାମୂଳକ ଅବସର ନେଇଥିବା ଅଫିସରଙ୍କ ମଧ୍ୟରେ ଜଣେ ଜେଲ୍‌ ଡିଆଇଜି, ଜଣେ କମାଣ୍ଡାଣ୍ଟ ଜଣେ ଡିଏସପି, ଜଣେ ଡେପୁଟି କମାଣ୍ଡାଣ୍ଟ ରହିଥିବା ବେଳେ ଆଉ ୨ ଜଣ ଖଣି ଅଧିକାରୀ ଓ ଜଣେ ସିଡିପିଓ ରହିଛନ୍ତି ।

Leave A Reply

Your email address will not be published.