ଭୁବନେଶ୍ୱର : ଏଣିକି ପାଞ୍ଜିରେ ଭୁଲ୍ ତଥ୍ୟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ ଶ୍ରୀମନ୍ଦିର ଯାନି ଯାତ୍ରା ଓ ପର୍ବପର୍ବାଣୀ ନେଇ ଭୁଲ୍ ତଥ୍ୟ ପ୍ରକାଶ କଲେ ଆଇନ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ଆକ୍ସନ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେହିପରି ପାଞ୍ଚୋଟି ପଞ୍ଜିକାକୁ ସ୍ଵୀକୃତି ପ୍ରଦାନ କଲା ଶ୍ରୀମନ୍ଦିର ପ୍ରଶାସନ । କୋହେନୂର, ରାଧାରମଣ, ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ, ଅରୁଣୋଦୟ ପଞ୍ଜିକାକୁ ସ୍ଵୀକୃତି ମିଳିଛି । ଏହି ପଞ୍ଜିକାରେ ପ୍ରକାଶିତ ପର୍ବପର୍ବାଣୀକୁ ସମସ୍ତ ଜନସାଧାରଣ ଅନୁସରଣ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ,
Next Post