om academy

ସତସଙ୍ଗ ବିହାର ଭିତ୍ତିପ୍ରସ୍ତର ସ୍ଥାପନ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ବିଞ୍ଚଣା ପଲ୍ଲୀଛକ ନିକଟରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବି.ଆଶିଷ କୁମାର ସାହୁ, ଜୟ ପ୍ରକାଶ ପାତ୍ର, ବିଜୟ ପଣ୍ଡା, ଭ୍ରମର ବର ସାହୁ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ପୂର୍ବତନ ଗୋପାଳପୁର ପୋର୍ଟ ନିର୍ଦ୍ଦେଶକ ମନ ମୋହନ ମହାରଣା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର, ଗଂଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । ଗଜେନ୍ଦ୍ର ତରେଇ, ଭାସ୍କର ପ୍ରଧାନ, ଦୁର୍ଯ୍ୟାଧନ ରେଡ୍ଡୀ, ଗୋବିନ୍ଦ ଦାସ, ସନ୍ତୋଷ ସାହୁ, ପି.ପାପେୟା ପ୍ରମୁଖ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.