oom

ଭବାନୀପାଟଣାଠାରେ ସ୍ଥାପନ ହେବ ସରକାରୀ ଭେଷଜ ଚିକିତ୍ସାଳୟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାକୁ ଭବାନୀପାଟଣାଠାରେ ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ଚିକିତ୍ସାଳୟ ସ୍ଥାପନ ପାଇଁ କ୍ୟାବିନେଟ ବୈଠକରେ ୧୬୧.୧୫ କୋଟିର ଖର୍ଚ୍ଚ ଅଟକଳ ଅନୁମୋଦିତ ହୋଇଛି। ଭେଷଜ ଶିକ୍ଷାର ପ୍ରସାର ସହ ଡାକ୍ତରୀ ଛାତ୍ରଙ୍କ ଭେଷଜ ଶିକ୍ଷା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.