om academy

ଦୁର୍ବୃତ୍ତ ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଦେଲେ

jsm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାର ମହତାବ ହାଇସ୍କୁଲ ସନ୍ନିକଟ ଏବେ ନୂଆ କରି ବସିଥିବା ଷ୍ଟେଟ୍‌ ବ୍ୟାଙ୍କ ଓଫ୍‌ ଇଣ୍ଡିଆର ଏଟିଏମ୍‌ ଓ ସଲଗ୍ନ ସିସି କ୍ୟାମେରାକୁ ଗତ ରାତିରେ କିଛି ଦୁର୍ବୁତ୍ତ ଟଙ୍କା ଲୁଟି ନେବା ପାଇଁ ଏଗୁଡିକୁ ଭାଙ୍ଗି ନଷ୍ଟ କରିଥିବା ସୂଚନା ମିଳିଛି । ଡେଲାଙ୍ଗ ପୋଲିସ ଏହାର ଖଵର ପାଇ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.