centurian jitm

ବେପରୁଆ ଗାଡି ଚାଳନା ବିରୋଧରେ କାର୍ଯ୍ୟାନୁଷ୍ଠାନ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀରେ ଜାରି ରହିଛି ବେପରୁଆ ଗାଡି ଚାଳନା ବିରୋଧରେ କାର୍ୟ୍ୟାନୁଷ୍ଠାନ । ଗତରାତିରେ ସନ୍ଧ୍ୟା ୬ଟାରୁ ରାତି ୧୧ଟା ମଧ୍ୟରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ କରାଯାଇଥିଲା । ଏହି ସମୟରେ ୧୯୪ ଜଣ ଖିଲାପକାରୀଙ୍କ ଠାରୁ ପ୍ରାୟ ୧ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.