om academy

ବାତ୍ୟା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟାର ଗତିବିଧି ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେଣୁ ଅଯଥା ଗୁଜବରେ ବିଶ୍ବାସ କରନ୍ତୁ ନାହିଁ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସମୟୋଚିତ ସୂଚନା ପ୍ରଦାନ କରାଯାଉଛି, ତେଣୁ ଭୟଭୀତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ କରିବାରୁ ନିବୃତ୍ତ ରୁହନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହିସ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.