ବନ୍ଧୁକ ରାକେଟ ଠାବ : ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ

କଟକ : କଟକରୁ ବନ୍ଧୁକ ରାକେଟ ଠାବ ହୋଇଥିବା ଖବର ମିଳିଛି । ତେବେ ଏହି ରାକେଟ ଠାରୁ ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ କଟକରେ ଗତ ୩ ମାସ ମଧ୍ୟରେ ୪୩ଟି ବନ୍ଧୁକ ଓ ୨୨୫ଟି ଗୁଳି ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.