ସାଲେପାଲିରେ ତିନି ଠାକୁରଙ୍କ ବାମନ ଅବତାର ଓଡିଶା By Koshala Prabaha On Tuesday 5th July 2022, 8:33 pm Share ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ଆଜି ତିନି ଠାକୁରଙ୍କ ବାମନ ଅବତାର କରାଯାଇଥିଲା । ଏହି ଅବତାରକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ଦର୍ଶନ କରିବାକୁ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ । deogaon news