oom

ଉପଖଣ୍ଡ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଭାରି ମାତ୍ରାରେ ବେନିୟମ ବାଲି ଭର୍ତ୍ତି ଗାଡି ଜବତ

jsmm
  • ୨ ଲକ୍ଷ ୫୦ ହଜାର ଟଙ୍କା ଜୋରିମାନା ଆଦାୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଉପଜିଲ୍ଲାପାଳ ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ସୋନପୁର ଦ୍ୱାରା ଆଜି ସକାଳେ ସୋନପୁର ତହସିଲ ଅନ୍ତର୍ଗତ ଖାରୀ ରାଜସ୍ୱ ନିରୀକ୍ଷକ ମଣ୍ଡଳ ବାଲିଟିଗିରିଠାରେ ଭାରି ମାତ୍ରାରେ ବେନିୟମ ଗଚ୍ଛିତ ବାଲି ତଥା ଉକ୍ତ ସ୍ଥଳରେ ବାଲି ଭର୍ତ୍ତି ଗାଡି ଜବତ କରାଯାଇ ଜୋରିମାନା ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରାଯାଇଥିବା ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.