ବର୍ଲିନରେ ଅନୁଷ୍ଠିତ ୱାର୍ଲ୍ଡ ଗେମ୍ସ ସ୍ପେଶାଲ ଅଲିମ୍ପିକ୍ସ ବର୍ଲିନ ୨୦୨୩ରେ ସଟଫୁଟ୍ ଥ୍ରୋରେ ସିଲଭର ମେଡାଲ ଜିତିଲେ ବଲାଙ୍ଗିରର ବୈଷ୍ଣବ ରାଜପଲିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜର୍ମାନୀର ବର୍ଲିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଗେମ୍ସ ସ୍ପେଶାଲ ଅଲିମ୍ପିକ୍ସ ବର୍ଲିନ ୨୦୨୩ରେ ସଟଫୁଟ୍ ଥ୍ରୋରେ ସିଲଭର ମେଡାଲ ଜିତିଛନ୍ତି ବଲାଙ୍ଗିରର ବୈଷ୍ଣବ ରାଜପଲିଆ । ଯାହା କି ସାରା ବଲାଙ୍ଗିର ତଥା ଦେଶ ପାଇଁ ଗର୍ବର ବିଷୟ । ବୈଷ୍ଣବଙ୍କୁ ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ।

Leave A Reply

Your email address will not be published.

error: Content is protected !!