ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ରାମଜୀ ପାର୍ଟି ରାମଲୀଳା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ସଭାପତି ଭାବେ କୁନ୍ତି ମେହେର, ଉପସଭାପତି କୈଳାସ ଚନ୍ଦ୍ର କର୍ତ୍ତୀ, ସମ୍ପାଦକ ପ୍ରମୋଦ ବଗର୍ତ୍ତୀ (ପିଣ୍ଟୁ), ସହସମ୍ପାଦକ ଭୋଳାଶଙ୍କର ପଥରୀମାଳୀ ଏବଂ କୋଷାଧକ୍ଷ ଭାବେ ଅନୁପ ମେହେରଙ୍କୁ ମନୋନୀତ କରାଯାଇଥିବା ନେଇ ସୂଚନା ମିଳିଛି ।
Next Post