ls

ଅପରାଜିତା ଷଡ଼ଙ୍ଗୀ‌ଙ୍କ ଯାଜପୁର ଗସ୍ତ କାର୍ଯ୍ୟକ୍ରମ

sb

ଯାଜପୁର : ଆଜି ମା’ ବିରଜାଙ୍କୁ ଦର୍ଶନ ପାଇଁ ଯାଜପୁର ଆସିଛନ୍ତି ଭୁବନେଶ୍ୱର ସାଂସଦ, ରାଜ୍ୟ ଉପସଭାପତି ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ କେତକ ରାଜନୈତିକ ଏବଂ ସାମଜିକ ସଂଗଠନର କାର୍ୟ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ବିଷୟ ନେଇ ପ୍ରେସ ବାର୍ତ୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

pc pk
Leave A Reply

Your email address will not be published.