ଦୀର୍ଘ ଦିନ ପରେ ଆଜିଠୁ ଖୋଲିବ ସ୍କୁଲ

ଭୁବନେଶ୍ୱର : ଦୀର୍ଘ ଦିନ ପରେ ଆଜିଠୁ ଖୋଲିବ ସ୍କୁଲ । କୋଭିଡ୍ କଟକଣା ମଧ୍ୟରେ ସକାଳ ୧୦ ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧.୩୦ ଯାଏ ଚାଲିବାକୁ ଥିବା ବେଳେ କେବଳ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା ପାଠପଢ଼ିବା ପାଇଁ ସ୍କୁଲ ଆସିବେ । ସେଥିପାଇଁ ସ୍କୁଲ, ଛାତ୍ରଛାତ୍ରୀ ଓ ଶିକ୍ଷକ ସମେସ୍ତ ପ୍ରସ୍ତୁତ ରହିଛନ୍ତି ।

Leave A Reply

Your email address will not be published.