om academy

ଭଞ୍ଜନଗର ସହରରେ ଅହିଂସା ରଥ ପରିକ୍ରମା ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବାଘନାଚ ପରିବେଷଣ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭଞ୍ଜନଗର ସହରରେ ଅହିଂସା ରଥ ପରିକ୍ରମା ଅବସରରେ ସ୍ଥାନୀୟ କଳାକାରମାନେ ପରିବେଷଣ କରିଥିଲେ ବାଘନାଚ । ପାରମ୍ପରିକ ବେଶଭୂଷାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଗତକାଲି ଗଞ୍ଜାମର ସୋରଡା, ବେଲଗୁଣ୍ଠା, ଭଞ୍ଜନଗର, କୁକୁଡାଖଣ୍ଡି ବ୍ଲକରେ ଅହିଂସା ରଥ ପରିକ୍ରମା କରିଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.