ରୁଙ୍ଗଟା ପ୍ଲାଣ୍ଟରେ ଅଘଟଣ : ୨ ମୃତ

ଢେଙ୍କାନାଳ : ରୁଙ୍ଗଟା ପ୍ଲାଣ୍ଟରେ ଏକ ଅଘଟଣ ଘଟିଥିବାେ ଖବର ମିଳିଛି । ଏଠାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ‌କେତେକ ଶ୍ରମିକ ଆହତ ହୋଇଥିବା ଜଣାଯାଇଛି । ନୂତନ ପ୍ଲାଣ୍ଟର ଷ୍ଟ୍ରକଚର ଖସି ପଡ଼ିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ ଦୁଇ ମୃକଙ୍କର ପରିଚୟ ମିଳିପାରି ନଥିବା କୁହାଯାଉଛି ।

Leave A Reply

Your email address will not be published.