oom

ପ୍ରଧାନ ଶିକ୍ଷକଙ୍କ ନାମରେ ଗ୍ରାମବାସୀ ଆଣିଲେ ଅଭିଯୋଗ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ପଡ଼ିଆବାହାଲ ଗ୍ରାମରେ ଥିବା ୟୁଜିଏଚ୍‌ଏସ୍‌ ବିଦ୍ୟାଳୟ ଗେଟ ସମ୍ମୁଖରେ ତାଲା ଦେଇ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ଧାରଣାରେ ବସିଛନ୍ତି, ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ପ୍ରଧାନ ଶିକ୍ଷକ ଅଶୋକ ବାରିକ ଏମ୍‌ଡ଼ିଏମ୍‌ ଏବଂ ଷ୍ଟାଇଫେନ୍‌ ଟଙ୍କା ହେରଫ୍ରେ କରିଥିବା ଅଭିଯୋଗରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତା ୩୦/୦୯/୨୦୨୧ ଦିନ ଏକ ଲିଖିତ ଅଭିଯୋଗ ଦେଇଥିଲେ କିନ୍ତୁ ବିଇଓ କୌଣସି ଅନୁସନ୍ଧାନ କଲେ ନାହିଁ, ବାଧ୍ୟ୍ୟ ହୋଇ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ବହିଷ୍କାର କରିବା ସଙ୍ଗେ ସଙ୍ଗେ ଦୁର୍ନୀତିରେ କିଏ କିଏ ସାମିଲ ଅଛନ୍ତି ତାହା ଅନୁସନ୍ଧାନ କରି ଦୋଷୀକୁ ଉଚିତ ଦଣ୍ଡ ଦେବାପାଇଁ ଗ୍ରାମବାସୀ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି ।

jittmm
Leave A Reply

Your email address will not be published.