oom

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପର୍ଶୁରାମ ଅବତାର

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା’ ମନ୍ଦିରରେ ରବିବାର ଶ୍ରୀ ଜଗନ୍ନାଥ ପର୍ଶୁରାମ ଅବତାର ଧାରଣ କରିଛନ୍ତି । ଏହାକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ।

jittmm
Leave A Reply

Your email address will not be published.