centurian jitm

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ରୁଷିଆକୁ ଚାରିଆଡୁ ଘେରିବାକୁ ଉଦ୍ୟମ

nschool

ବ୍ରୁସେଲଶ୍‌ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ରୁଷିଆକୁ ଚାରିଆଡୁ ଘେରିବାକୁ ଉଦ୍ୟମ କରାଯାଉଥିବା ନେଇ ଏକ ବଡ ଘୋଷଣା କରାଯାଇଛି । ୟୁକ୍ରେନ ସଙ୍କଟକୁ ନଜରରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସମକକ୍ଷ ନିଜର ସହଯୋଗୀ ଦେଶକୁ ରକ୍ଷା କରିବା ଲାଗି ସୈନ୍ୟ ମୁତୟନ ପାଇଁ ସହମତ ପ୍ରକାଶ କରିଛନ୍ତି । ଏନେଇ ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ସୂଚନା ଦେଇଛନ୍ତି । ଅନ୍ୟପଟେ କୁହାଯାଉଛି ଯେ, ରୁଷିଆ ରୋମାନିଆର ଏକ ଜାହାଜ ଉପରେ ଆକ୍ରମଣ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.