oum

ଶ୍ରୀମନ୍ଦିର ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

jsm

ନୂଆଦିଲ୍ଲୀ : ଶ୍ରୀମନ୍ଦିର ମାମଲା ସୁପ୍ରିମକୋର୍ଟଙ୍କ ଦ୍ୱାରା ରଦ୍ଦ ହୋଇଥିବା ଜଣାପଡିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ପଡିଥିବା ବେଳେ ସୁପ୍ରିମକୋର୍ଟ ଏହି ଆବେଦନକୁ ରଦ୍ଦ କରିଛନ୍ତି । ଏଥିସହିତ କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବା ଅଭିଯୋଗରେ ଉଭୟ ଆବେଦନକରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ପକାଇଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.