om academy

କୋଭିଡ୍‌ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଏମବିବିଏସ୍‌ରେ ୫ଟି ସିଟ୍‌ ସଂରକ୍ଷିତ ରହିବ

jsm

ନୂଆଦିଲ୍ଲୀ : ଦେଶରେ କରୋନା ଯୋଦ୍ଧା ଭାବେ ଆଗଧାଡିରେ ଲଢୁଥିବା ବ୍ୟକ୍ତିଙ୍କ ପିଲାଙ୍କ ପାଇଁ ଏମବିବିଏସ.ରେ ୫ ଟି ସିଟ୍‌ ସଂରକ୍ଷିତ ରହିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଆଜି ଏ ସଂକ୍ରାନ୍ତରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଏମବିବିଏସରେ କରୋନା ଯୋଦ୍ଧା ପିଲାଙ୍କ ପାଇଁ ୫ ଟି ସିଟ୍‌ ସଂରକ୍ଷିତ ରଖାଯିବ ।

ସୂଚନା ଅନୁସାରେ ଆଶା କର୍ମୀ, ନର୍ସ, ଡାକ୍ତର(ଯେଉଁମାନେ କରୋନା ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ)ଙ୍କ ସନ୍ତାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ମେରିଟ୍‌ ଆଧାରରେ ସେମାନଙ୍କ ନାମାଙ୍କନ କରାଯିବ ।

Leave A Reply

Your email address will not be published.