ପ୍ରତୀକ୍ଷାର ଅନ୍ତ ହେଲା, କରୋନା ଟୀକା ଆସିଲା : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ହୋଇଛି । ଦେଶବାସୀଙ୍କୁ କରୋନା ଟୀକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାର୍ବଜନୀକ ଟୀକାକରଣ ଅଭିଯାନର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରି କହିଛନ୍ତି ।

ଭାରତରେ ସର୍ବବୃହତ୍‌ ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । କରୋନା ଲଢ଼େଇ ଭିନ୍ନ ଏକ ମୋଡ଼ରେ ପହଂଚିଛି । ପ୍ରଥମ ପର୍ୟ୍ୟାୟରେ ଦେଶରେ ୩ କୋଟି ଟୀକାଦାନ କରାଯିବ । ପ୍ରଥମେ କରୋନା ଯୋଦ୍ଧା, ଏହାପରେ ଅନ୍ୟ ମାନଙ୍କୁ ଟୀକା ଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Leave A Reply

Your email address will not be published.

error: Content is protected !!