କାଉଣ୍ଟଡାଉନ ଆରମ୍ଭ : କାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ : କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଫାଇନାଲ ଟଚ୍ ଦେବାରେ ଲାଗିଛି ଇସ୍ରୋ । ଫୋକସରେ ସଫଳ ଲ୍ୟାଣ୍ଡିଂ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବାକୁ ପଦକ୍ଷେପ ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଉଛି ।

Leave A Reply

Your email address will not be published.