
ଜମ୍ମୁ-କାଶ୍ମୀର : ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ସକାଳ ୭ଟା ୫୨ ମିନିଟ୍ରେ କଟରାରେ ଭୂମିକମ୍ପ ହୋଇଥିବା ବେଳେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଅନୁମାନ କରାଯାଉଛି । ତେବେ କୌଣସି କ୍ଷୟ କ୍ଷତି ହୋଇନଥିବା କୁହାଯାଉଛି ।