ପୁନର୍ବାର ରୁଷକୁ ଟାର୍ଗେଟ କରି ଜୋ ବାଇଡେନ କହିଲେ, ୟୁକ୍ରେନରେ ରୁଷର ବର୍ବରତା କମୁନାହିଁ

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର କହିଛନ୍ତି ଯେ, ୟୁକ୍ରେନରେ ଯୁଦ୍ଧ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି । କ୍ୟାବିନେଟ ବୈଠକ ପରେ ବାଇଡେନ କହିଛନ୍ତି, ‘ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି । ୟୁକ୍ରେନବାସୀଙ୍କୁ ରୁଷର ଆକ୍ରୋଶରୁ ରକ୍ଷା କରିବା ପାଇଁ ଆମକୁ ସବୁକିଛି କରିବାକୁ ପଡିବ । ରୁଷ ଏହାର ଯୁଦ୍ଧକୁ ମନ୍ଥର କରୁନାହିଁ । ୟୁକ୍ରେନରେ ରୁଷର ବର୍ବରତା କମୁନାହିଁ । ରୁଷ ପଛକୁ ଫେରିବାକୁ ପ୍ରସ୍ତୁତ ନାହିିଁ ।

Leave A Reply

Your email address will not be published.