Browsing Category

କ୍ରୀଡା

ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚରେ ପଂଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ୍ । ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ ଟିମ୍‌ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କେଏଲ୍‌ ରାହୁଲଙ୍କ
Read More...

ବଡ ମାଧପୁରରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ବଡ ମାଧପୁର ଗ୍ରାମରେ ଶ୍ୟାମାକାଳୀ ଯୁବ ସଂଘ ପରିସରରେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀ ଆନୁକୂଲ୍ୟରେ ଦ୍ୱିତୀୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅରୁଣ ରାଉଳଙ୍କ ସଭାପତି‌ତ୍ୱରେ ଆୟୋଜିତ
Read More...

କୋଲକାତାକୁ ୩୮ ରନରେ ହରାଇ ହ୍ୟାଟ୍ରିକ ବିଜୟ ହାସଲ କଲା ବାଙ୍ଗାଲୋର

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର କୋଲକାତା ନାଇଟ୍‌ ରାଇଡର୍ସକୁ ୩୮ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ଟିମ୍‌ ଚଳିତ ଆଇପିଏଲ୍‌ରେ କ୍ରମାଗତ ଭାବେ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ
Read More...

ପୁଣି ଏକ ରୋମଞ୍ଚକ ମ୍ୟାଚ୍ : ହାଇଦ୍ରାବାଦକୁ ୧୩୭ ରନରେ ଅଲଆଉଟ୍ କରି ୧୪ ରନରେ ହରାଇଲା ମୁମ୍ବାଇ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ
Read More...

ବୋଲରଙ୍କ ଉନ୍ନତ ପ୍ରଦର୍ଶନ ବଳରେ ପଞ୍ଜାବକୁ ୬ ଉଇକେଟରେ ହରାଇଲା ଚେନ୍ନାଇ

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଆଇପିଏଲ୍ ୨୦୨୧ର ୮ମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ବିଜୟୀ ହୋଇଛି । ଏହା ସହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି । ଆଜି ଚେନ୍ନାଇ ଟସ ଜିତି ପଂଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ
Read More...

ରାଜସ୍ଥାନ ବୋଲରଙ୍କ କଞ୍ଜୁସ ବୋଲିଂ ପରେ ବ୍ୟାଟର ମିଲର ଓ ମୋରିସଙ୍କ ଧମାକାଦାର ପାଳି ବଳରେ ଦିଲ୍ଲୀକୁ ୩ ଉଇକେଟରେ…

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୭ମ ମ୍ୟାଚରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି । ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ
Read More...

ରାଜସ୍ଥାନ ଆଗରେ ୧୪୮ ରନର ଟାର୍ଗେଟ ରଖିଲା ଦିଲ୍ଲୀ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୭ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ
Read More...

ଆଉ ଏକ ରୋମାଞ୍ଚଭରା ମ୍ୟାଚ୍ : ୧୫୦ ରନ୍ ପିଛା କରୁଥିବା ହାଇଦ୍ରାବାଦକୁ ୧୪୩ରେ ଅଟକାଇଲା ବାଙ୍ଗାଲୋର

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ୬ଷ୍ଠ ମ୍ୟାଚରେ ବାଙ୍ଗାଲୋର ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ୧୫୦ ରନର ବିଜୟ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ ପକ୍ଷରୁ
Read More...

ଆଜି ଦୁଇ ଯୁବ ଅଧିନାୟକଙ୍କ ମଧ୍ୟରେ ଲଢେ଼ଇ : ସଞ୍ଜୁଙ୍କ ରାଜସ୍ଥାନକୁ ଭେଟିବ ପନ୍ତଙ୍କ ଦିଲ୍ଲୀ

ମୁମ୍ବାଇ : ଗୁରୁବାର ରାଜସ୍ଥାନ ରୟାଲ୍ସ ସହିତ ଗତ ସଂସ୍କରଣର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ । ଏଥି ସହିତ ଉଭୟ ଦଳ ନିଜ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ । ଭାରତୀୟ ଦଳର ଦୁଇ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଏବଂ ଋଷଭ ପନ୍ତ୍‌ ଯଥାକ୍ରମେ ରାଜସ୍ଥାନ ଓ
Read More...

ହାଇଦ୍ରାବାଦ ଆଗରେ ୧୫୦ ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୧ର ୬ଷ୍ଠ ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଆଜି ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ବାଙ୍ଗାଲୋର ପକ୍ଷରୁ ଅଧିନାୟକ
Read More...