Browsing Category
କ୍ରୀଡା
ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ସୋହେଲା ବିଜୟୀ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଗତକାଲି ମ୍ୟାଚକୁ ବ୍ଲୁ!-->…
Read More...
Read More...
ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଦଳ ୧୦ ୱିକେଟରେ ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ସିନିୟର ଇନ୍ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ଆଜି ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ଓ ନାଏକ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପ୍ରଥମେ ବ୍ୟାଟିଂ କରି!-->…
Read More...
Read More...
ଓସିଏ ଭିଜନ ୨୦୨୪ : ପ୍ରଥମ ମ୍ୟାଚରେ ଗାନ୍ଧିନଗର କ୍ରିକେଟ ଦଳ ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ସିନିୟର ଇନ୍ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ଦିବସରେ ଗାନ୍ଧିନଗର କ୍ରିକେଟ ଦଳ ଓ ଏମସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗାନ୍ଧିନଗର ଦଳ ପ୍ରଥମେ ବ୍ୟାଟିଂ କରି ୪୨.୪ ଓଭରରେ ସମସ୍ତ!-->…
Read More...
Read More...
ଓସିଏ ଭିଜନ ୨୦୨୪ : ସିନିଅର ଇନ୍ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗୀତାକୁ ବିଦ୍ଧିବଦ୍ଧ!-->…
Read More...
Read More...
ଦ୍ବିତୀୟ ଟି୨୦ : ଇଶାନ ଓ କୋହଲିଙ୍କ ଦମଦାର ବ୍ୟାଟିଂ ବଲରେ ଇଂଲଣ୍ଡକୁ ୭ ଉଇକେଟରେ ହରାଇଲା ଭାରତ
ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟି-୨୦ରେ ଭାରତ ଇଂଲଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହା ସହିତ ସିରିଜ ୧-୧ରେ ପହଞ୍ଚିଛି। ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଖେଳୁଥିବା ଇଶାନ କିଷନଙ୍କ ଲଢୁଆ!-->…
Read More...
Read More...
ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଲେ କୋନେରୁ ହମ୍ପି
ନୂଆଦିଲ୍ଲୀ : ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଛନ୍ତି ଭାରତର ଷ୍ଟାର ଚେସ୍ ଖେଳାଳି କୋନେରୁ ହମ୍ପି । ସେ ର୍ୟାପିଡ ଚେସ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିବିସି ମହାନିର୍ଦ୍ଦେଶକ ଟିମ୍ ଡେଭ୍ ଏଥିରେ ଅଧ୍ୟକ୍ଷତା କରିବା ସହ ଭର୍ଚୁଆଲ ଉତ୍ସବରେ!-->…
Read More...
Read More...
ପଶ୍ଚିମ ଓଡିଶା କଳାକାର ପ୍ରିମିୟର ଲିଗ୍ ଉଦ୍ଘାଟିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧି ଷ୍ଟାଡୟିମ ବଲାଙ୍ଗିର ଠାରେ ବଲାଙ୍ଗିର ଯୁବ କଳାକାର ସଂଘ ତରଫରୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାର ସମସ୍ତ କଳାକାରମାନଙ୍କୁ ନେଇ ପଶ୍ଚିମ ଓଡିଶା କ୍ରିକେଟ ପ୍ରିମିୟର ଲିଗ୍ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଥମ ଦିନର ଉଦ୍ଘାଟନୀ ଉତ୍ସବରେ!-->…
Read More...
Read More...
ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ଼ର ପୁଷ୍ପାନସ ନଲେଜ ହବ୍ ପ୍ରତିଯୋଗୀଙ୍କ କୃତିତ୍ୱ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ପୁଷ୍ପାନସ ନଲେଜ ହବ୍ର ତିନିଜଣ ଯୁବ କ୍ରୀଡାବିତଙ୍କ ସମେତ ଝାରସୁଗୁଡ଼ାର ଜଣେ ପ୍ରତିଯୋଗୀ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସରେ କାଶ୍ମୀରର ଗୁଲ୍ମର୍ଗ ଠାରେ କୃତିତ୍ୱର ସହ ବରଗଡ଼ ଫେରି ଆସିଛନ୍ତି । ଓଡ଼ିଶାର ଆଇସ ଷ୍ଟକ୍ ସଙ୍ଘର ସହଯୋଗରେ ରାଜ୍ୟ କୋଚ୍!-->…
Read More...
Read More...
ଜିଲ୍ଲା କନିଷ୍ଠ ବର୍ଗ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ : ପ୍ରୀତିଶ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଶିବମ କନ୍ଧେର ଶ୍ରେଷ୍ଠ…
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା କ୍ରିକେଟ ଆସୋସିଏସନ୍ର ଭିଜନ ୨୦୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଜିଲ୍ଲା କ୍ରିକେଟ!-->…
Read More...
Read More...
ଓସିଏ ଭିଜନ ୨୦୨୪ ଜୁନିୟର ଇନ୍ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା : ୟଙ୍ଗ ଷ୍ଟୁଡେକୁ ହରାଇ ଟିଟିଲାଗଡ ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଅଷ୍ଟମ ଦିବସରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ଟିଟିଲାଗ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟଦଳ ପ୍ରଥମେ ବ୍ୟାଟିଂ କରି!-->…
Read More...
Read More...