Browsing Category
ସ୍ୱତନ୍ତ୍ର
ବଲାଙ୍ଗିର ସମଲେଇ ପୀଠରେ ନବରାତ୍ର ପୂଜା ଆରମ୍ଭ : ଆଜି ଶୈଳପୁତ୍ରୀ ବେଶରେ ମା’
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସମଲେଇ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ୱଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ମନ୍ଦିର ପକ୍ଷରୁ କୁହାଯାଇଛି!-->…
Read More...
Read More...
ବିରହ
ବବିତା ମହାପାତ୍ର
କିଛି ସମୟର ଦୂରତା ଆଜିକାଲି ଖୁବ୍ କଷ୍ଟ ଦିଏ । ତୁମେ ବୁଝ କି ନା କେଜାଣି । କିନ୍ତୁ ଦେଖାହେଲେ ଦୋଷିଟିଏ ପରି ମୋ ଆଖିରେ ଆଖି ରଖି କ୍ଷମା ମାଗିନିଅ । ପ୍ରେମରେ ଦୋଷ ନମାନିବା ନିର୍ବୋଧତା । ତୁମେ କିନ୍ତୁ ଦୋଷ ନଥାଇ ବି ମୋ ଦେହରେ ଲତା ଟିଏ ଭଳି ଗୁଡେଇ ହେଇ ଗେହ୍ଲେଇ!-->!-->!-->…
Read More...
Read More...
କୃତଜ୍ଞତା ଓ ଭାଇଚାରାର ପର୍ବ ନୂଆଁଖାଇ
ଅଧ୍ୟାପକ କୌତୁକ ପନ୍ଦର
“ଅନ୍ନ ବିହୁନେ ହଂସ ହାନିଯୋଗ ସାଧିବୁ କାହା ଘେନି ।।”(ଭାଗବତ, ଜଗନ୍ନାଥ ଦାସ)
ମନୁଷ୍ୟ ସଭ୍ୟତାର ପ୍ରାକ୍ କାଳରୁ ବଂଚିବା ସକାଶେ ତା’ର ମୌଳିକ ଆବଶ୍ୟକତା ନିତାନ୍ତ ଜରୁରୀ । ତା’ ଭିତରୁ ଖାଦ୍ୟ ହେଉଛି ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହା!-->!-->!-->!-->!-->…
Read More...
Read More...
ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ
ଦେବାଶିଷ ପଟ୍ଟନାୟକ
ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ "ନବାନ୍ନ ପର୍ବ" ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ!-->!-->!-->…
Read More...
Read More...
ରାମକୃଷ୍ଣ ସାହୁଙ୍କ ନିବନ୍ଧ ସଙ୍କଳନ ‘ଅଜ୍ଞାତର ପଦଚିହ୍ନ’ ଏକ ବହୁଚର୍ଚ୍ଚିତ ପୁସ୍ତକ
ଡ. ଦ୍ବାରିକାନାଥ ନାୟକ
କବି, ପ୍ରାବନ୍ଧିକ ରାମକୃଷ୍ଣ ସାହୁଙ୍କ ରଚିତ ପ୍ରାୟ ସତରଟି ତଥ୍ୟ ଓ ତତ୍ତ୍ବପୂର୍ଣ୍ଣ ନିବନ୍ଧର ସଙ୍କଳନ 'ଅଜ୍ଞାତର ପଦଚିହ୍ନ' ବର୍ତ୍ତମାନ ସମୟର ଏକ ବହୁଚର୍ଚ୍ଚିତ ପୁସ୍ତକ । ଏଥିରେ ବହୁ ଅସମାହିତ ପ୍ରସଙ୍ଗ, ପ୍ରଶ୍ନର ବିଚାରବନ୍ତ ଚର୍ଚ୍ଚା କରିଛନ୍ତି ରାମକୃଷ୍ଣ ।!-->!-->!-->…
Read More...
Read More...
ପ୍ରେମରେ ପଡ଼ି ଜୀବନ ସାଥୀ ବାଛିବା ବେଳେ ସଜାଗ ରୁହନ୍ତୁ
ସୁଶ୍ରୀ ସ୍ନେହଲତା
ଜୀବନ ସାଥୀ ଚୟନ ଜୀବନରେ ବିଶେଷ ଗୁରୁତ୍ୱ ବହନ କରିଥାଏ । ଏଥିରେ ସାମାନ୍ୟ ଭୁଲ ହେଲେ, ସାରା ଜୀବନ କଷ୍ଟ ପାଇବାକୁ ହୁଏ । ଏଣୁ ପ୍ରେମରେ ପଡ଼ି ଜୀବନ ସାଥୀ ବାଛିବା ବେଳେ ଯୁବତୀମାନେ ସଜାଗ ରହିବା ଆବଶ୍ୟକ । ଆସନ୍ତୁ ଏ ଦିଗରେ କିଛି ଟିପ୍ସ ଉପରେ ଧ୍ୟାନ ଦେବା ।
!-->!-->!-->!-->!-->…
Read More...
Read More...
ନିଜସ୍ୱ ମତ : ଜନ୍ମାଷ୍ଟମୀ ଅନୁଚିନ୍ତା
ଜୟଶ୍ରୀ ସାହୁ
ବିଶିଷ୍ଟ ଧର୍ମଗୁରୁ ଓଷୋଙ୍କର ସୁନ୍ଦର କାହାଣୀଟେ ଆଜି ମନେ ପଡୁଛି । ଜଣେ ଫେରିବାଲା ବୁଲି ବୁଲି ବିଞ୍ଚଣା ବିକୁଥିଲା ଆଉ ଦାବୀ କରୁଥିଲା ଯେ ବିଞ୍ଚଣାର ଦାମ ଶହେ ଟଙ୍କା ଓ ତାହା ଶହେ ବର୍ଷ ଯାଏଁ ଅକ୍ଷତ ରହିବ । ରାଜା ସେଥିରୁ ଗୋଟିଏ କିଣିଲେ । ବିଞ୍ଚି ହେବାର ଅଳ୍ପ ସମୟ!-->!-->!-->…
Read More...
Read More...
ଡ. ସଦାନନ୍ଦ ଅଗ୍ରାୱାଲଙ୍କ ପଞ୍ଚମ ଶ୍ରାଦ୍ଧ ଦିବସରେ ଆନ୍ତରିକ ଶ୍ରଦ୍ଧାଞ୍ଜଳି
ପୂର୍ଣ୍ଣଚନ୍ଦ୍ର ପଣ୍ଡା ସାମ୍ବାଦିକ
ଡ. ସଦାନନ୍ଦ ଅଗ୍ରୱାଲ ଥିଲେ ଓଡିଶାର ଜଣେ ଜଣାଶୁଣା ଐତିହାସିକ, ଗବେଷକ, ଲିପିତତ୍ୱବିଦ୍, ସାହିତ୍ୟିକ, ସାମ୍ବାଦିକ, ନାଟ୍ୟକାର ଓ ସଙ୍ଗୀତଜ୍ଞ । ତେବେ ତାଙ୍କ ସହିତ ମିଶିବା ଭିତରେ ଜଣେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିନଥିବା ଦରପାଠୁଆ!-->!-->!-->…
Read More...
Read More...
ସ୍ୱକୀୟ ମତ : ବଲାଙ୍ଗିରରେ ସରକାରୀ ଅଫିସ୍ର ରୀତି ଓ ଗତି
ସତ୍ୟ ମିଶ୍ର
ଦୀର୍ଘ ଦିନପରେ ବଲାଙ୍ଗିର ସରକାରୀ ଅଫିସ କିଛି ବୁଲିବାକୁ ଗଲୁ । ଯାହା ଅନୁଭବ ହେଲା ତାହା ନିମ୍ନ ମତେ ସଂକ୍ଷିପ୍ତ ବର୍ଣ୍ଣନା କରୁଛି ।
୦୧. ଦପ୍ତର ମାନଙ୍କରେ ଅନେକ ନାରୀ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଛି ।୦୨. ସେହି ପୁରୁଣାକାଳିଆ, ଫଟା ଆଲମିରା ସଙ୍ଗେ ବୋଝା ବୋଝା!-->!-->!-->!-->!-->…
Read More...
Read More...
ଆଧୁନିକ କବିତାର ପାଠକ
ମୀନକେତନ ବାରଲେବଡ଼ିଆ
ଆଧୁନିକ କବିତା ବୋଧଗମ୍ୟ ନୁହେଁ- ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ଆଧୁନିକ କବିତା ପ୍ରତି ଆଗ୍ରହ ଆଶାଜନକ ଭାବେ ବୃଦ୍ଧି ପାଇଛି, ଏକଥା ଆମକୁ ସ୍ବୀକାର କରିବାକୁ ହେବ । ପ୍ରତିଦିନ ଅଜସ୍ର କବିତା ଲେଖାହେଉଛି, ସାମାଜିକ ଗଣମାଧ୍ୟମରେ!-->!-->!-->…
Read More...
Read More...