Browsing Category

ସ୍ୱତନ୍ତ୍ର

ସବୁ ମଙ୍ଗଲ୍‌ ହିଁ ମଙ୍ଗଲ୍‌

ବ୍ଲଡ଼୍‌ ପ୍ରେସର୍‌ ବଢ଼ିଗଲା । ୨୦୦/୧୨୦ । ଯେତେ ଉଷୋ ଖାଏଲେ ବି ଘୁଚ୍‌ଲା ନେଇଁ । ଟିକେ ରଚେ ଘୁଚ୍‌ଲେ ବି ନର୍‌ମାଲ୍‌ ନେଇଁ ହେଲା । ମହା ମୁସ୍‌କିଲ୍‌ ଅବସ୍ଥା । ନର୍‌ମାଲ୍‌ ନେଇଁ ହେଲେ ତ' କଥା ସର୍‌ଲା । କିଛି ବି ଘଟିପାରେ । ସମିଆଁ ଥଉ ଥଉ କିଛି ଗୁଟେ ପଦକ୍ଷେପ୍‌ ନେବାର୍‌ କେ ହିଁ
Read More...

ବଃ ବଃରେ ମହିଷାସୁର !

ବଡ଼ା ଉସତ୍‌ ହଉଛେ ମକାରୁ । ଗାଁ ମଝାଖୁଲି ଆଏଜ୍‌ "ମହିଷାସୁର ବଧ' ନାଟ୍‌ ହେବା । ତାକର୍‌ ବଖ୍‌ରିର୍‌ ଲୋକ୍‌ବାକ୍‌, ବହ ଭୁଆସେନ୍‌, ଛୁଆପୁତା ସଭେ ନାଟ୍‌ ମଣ୍ଡପ୍‌ ଚାର୍‌ହିକୁତି ଫଟା ବସ୍‌ତା, ଜରି ବସ୍‌ତା ପକେଇ କରି ଠାନ୍‌ ଆବ୍‌ରି ସାର୍‌ଲେନ' । ଆଖପାଖର୍‌ ପାଁଚ୍‌ ସାତ୍‌ ଖଁଡ଼୍‌
Read More...

କାମ୍‌ ଚଲିଗଲେ ହେଲା

କାମ୍‌ ଚଲିଗଲେ ହେଲା । କେତେ ଲହର୍‌ ଝପର୍‌, ଧାଁ ଧପଡ଼୍ ‌! ରୀତି ରିବାଜ୍‌ ଟେ ମାନ୍‌ବାର୍‌ କେ ପଡ଼ୁଛେ ବଲି ଏତ୍‌କି କଥା । ନେଇଁ ହେଲେ କିଏ ପଚ୍‌ରଉଛେ । ମନ୍‌ କେ ମନ୍‌ କୁର୍‌ବୁରେଇ ହଉଥ'ନ୍‌ ପଣ୍ଡା ବାବୁ । ଗାଁ ଥି କକାର୍‌ ପୁଓର୍‌୍‌ ପୁଓ ଟେ ମରି ଯାଇଛେ । ହେନ୍‌ତା ଦେଖ୍‌ବାର୍‌
Read More...

ଏଭେ ବି ଟାକିଛନ୍‌ ପଏସା ଦେବାର୍‌କେ

ଦୁଇ ବନ୍ଧୁ ସବୁ ଦିନର୍‌ ବାଗିର୍‌ ଭୋର୍‌ ସକାଲୁ ବାହାରି କରି ଛିନ୍‌ଛାନ୍‌ ଜଙ୍ଗଲ୍‌ ବିଭାଗ୍‌ର ନର୍‌ସରୀ ତକ୍‌ ଚାଲି ଚାଲି ଫି' ଦିନ୍‌ ଯାଏସନ୍‌ । ଘରୁ ହେତ୍‌କି ଦୂର୍‌ କେ ବନେ ବାଟ୍‌ ହଉଥିଲେ ବି ବଏସରା ହେଇଗଲାନ' ବଲି ହେନ୍‌ତା ଅଥା ବି ନେଇଁ ଲାଗ୍‌ବାର୍‌ନ' । ଭଡେ଼ା ଭଡେ଼ା ଯାଏସନ୍‌
Read More...

ଅପ୍‌ରାଧ୍‌ ହେଇଗଲା !

ବଡ଼ା ଦୁଖର୍‌ କଥା ଆଏ । ହରି ବବା ତଲ୍‌ ଉପର୍‌ ହେଇ ଗଲେନ' । ଫି' ରାତି ଗୁହାଲେ ଉତ୍‌ପାତ୍‌ କରୁଛେ ବୁଲା ଷଁଢ଼଼୍‌ ପଟେ । ଗାଏ ଦାମୁର୍‌ କେ ଦେଲା କୁଁଡ଼ା, ପୁଆଲ୍‌ ସୁଧାବେ ଖାଏତା ବଏଲେ କିଛି କଥା ନେଇଁ! ମାଡ଼ି ଦଲି, ହଗି ମୁତି କେଚ୍‌କେଚା କରି ଦଉଛେ । ସକାଲୁ ଗୁହାଲ୍‌ ସଫା କଲା
Read More...

ଦେଖ୍‌ଲା ବେଲ୍‌କେ ସବୁଆଡ଼ୁ ଥେତା

ଚଏତୁର୍‌ ଉସତ୍‌ କହେଲେ ନେଇଁ ସରେ । ଏଦେ, ଆର ମାସର୍‌ ପହେଲା ତାରିଖ୍‌ ନୁଁ ଜଏନ୍‌ କର୍‌ବା ଚାକ୍‌ରୀ ଥି । ଦଲାଲ୍‌ କେ ଠନ୍‌ ଠନ୍‌ ଗନି ଦେଇଛେ ଖଡ଼୍‌ଖଡ଼ି ନୋଟ୍‌ । ତିନ୍‌ ଲାଖ୍‌ । ଯେତ୍‌କି ଠୁଲେଇ କରି ରଖିଥିଲା ଝାଲ୍‌ ବୁହା ଟଁକା, ସବୁ ଦେଇ ଦେଇଛେ । ଦଲାଲ୍‌ ବି ନିଜର୍‌ ଲୋକ୍‌ ଝନେ ।
Read More...

ହାଏ ଲାଗ୍‌ଲା

ବଡ଼ା ଅସ୍‌ଗୁନିଆଁ ସାହେବ୍‌ ଟେ ଆଇଛେ । ଅଫିସ୍‌ ଟାଇମ୍‌ ଆଘୋ ନୁଁ ପଲେଇ ଆସୁଛେ ଅଫିସ୍‌ କେ । ସବୁ ଆଡ଼୍‌କେ ତାର୍‌ ନିଘା । କିଏ କେତେବେଲେ ଅଫିସ୍‌ ଆସୁଛେ, କିଏ କାଁଣା କାମ୍‌ କରୁଛେ, କାର୍‌ ଟେବୁଲ୍‌ ଥି ଫାଇଲ୍‌ ପଡ଼ି କରି ରହିଛେ, କିଏ ଅଫିସ୍‌ ଟାଇମ୍‌ ଥି ମୋବାଇଲ୍‌ ଧରି କରି ଚାଟିଂ
Read More...

ମୂଳନିବାସୀ ସଂସ୍କୃତିରେ ମହା ଶିବରାତ୍ରି

ମୀନକେତନ ମାଝୀ ମହା ଶିବରାତ୍ରି ଆମ ଦେଶରେ ମହା ସମାରୋହରେ ପାଳନ କରାଯାଉଛି । ଏହା ଆଦିବାସୀ ମୁଳନିବାସୀ ମାନଙ୍କ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । କିମ୍ବଦନ୍ତୀ ଅନୁଯାଇ ଗୋଁଣ୍ଡୱାନା ଲ୍ୟାଣ୍ଡ୍‌/ସିଙ୍ଗାର ଦ୍ୱୀପ/କୋୟାମୁରୀ ଦ୍ୱୀପ/ଜମ୍ବୁଦ୍ୱୀପ/ ନାଗଦ୍ୱୀପ ବା ଆଧୁନିକ ଭାରତରେ ଅଠାଅଶି
Read More...

ବଲାଙ୍ଗିର : ୧୫୦ ବର୍ଷ

ଗୋପବନ୍ଧୁ ରଥ ଏକଦା ବଲାଙ୍ଗିର ଜିଲ୍ଲାକୁ ‘ପାଟଣା ଷ୍ଟେଟ’ ବୋଲି କୁହାଯାଉଥିବା କଥା ଇତିହାସ କହିଥାଏ । ଏହି ପାଟଣା ଷ୍ଟେଟ୍‌ର ରାଜଧାନୀ ଥିଲା ପାଟଣାଗଡ଼ । ପାଟଣାଗଡ଼ର ଚତୁଃପାଶ୍ୱର୍ରେ କଟଙ୍ଗ ବାଉଁଶ ବଣ ରହିଥିବା ହେତୁ ତାହା ଏକ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ଅପଖ୍ୟାତ ହୋଇଥିଲା ।
Read More...

ଫେବୃଆରୀ ଚଉଦ ଓ ଲାଲ ଗୋଲାପ

ମୀନା ମହାରଣା ଇଉରୋପ ମହାଦେଶର ରୋମ ଏକ ସମୃଦ୍ଧ ଓ ରୋମାଂଚକର ନଗରୀ ଭାବେ ଖ୍ୟାତ । ଚତୁର୍ଥ ଶତାବ୍ଦୀର ଶେଷ ଭାଗରେ ତଥା ପଂଚମ ଶତାବ୍ଦୀର ଆରମ୍ଭ ବେଳେ ରାଜା କ୍ଳଡିଅସ ଦ୍ୱିତୀୟ ରୋମରେ ରାଜତ୍ୱ କରୁଥିଲେ । ତାଙ୍କର ନିଷ୍ଠୁର ଓ ଆତଙ୍କବାଦୀ ଶାସନ ପାଇଁ ସେ ପ୍ରସିଦ୍ଧ ଥିଲେ । ଇଉରୋପରେ
Read More...