Browsing Category
ସାହିତ୍ୟ
କବିତା : ଫଗୁଣ ତୁ ଫେରିଆ
ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି)
ଘୋଡେ଼ଇ ହୋଇଥିବା ବସନ୍ତଉଡୁଥିବା ଓଢ଼ଣୀ ଭାରି ଚୁଲ୍ବୁଲ୍….ସେ କଥା ଆଉ କୁହନି ।
ମାର୍କେଟର ଗହଳି ଭିତରେଅଜଣା ଝିଅର ଆଣ୍ଟି ଡାକରେକୋକୋକଲା ବୋତଲଖୋଲୁ ଖୋଲୁବଳକା ସୋଢା ପରିଉତୁରି ପଡ଼ିଲା ବସନ୍ତ ।ସ୍ମିତ ହସେ ଭାବିଲିହେ….ହେ…ମୁଁ ବୁଢ଼ୀ ହୋଇଗଲି ।
!-->!-->!-->!-->!-->!-->!-->…
Read More...
Read More...
କବିତା : ଉଇଲ୍ନାମା
ହେମନ୍ତ ସାହୁ
ବିନା ମେଘରେ ବର୍ଷିଯାଉଥିବା ନୀଳ ଆଖିର ଲୁହତକମୋ ଦୁଇ ହାତ ପାପୁଲିରେ ଭରିଦେ’ବଳକା ଯେତେ ଗାଲ ଉପରୁ ମୁଁ ଶୋଷିନେବିତୃଷ୍ଣା ମେଂଟାଇବି ।
କହୁଛୁ ଯେ, ମୁଁ କୁଆଡ଼େ ନିକମ୍ମାଟାପାରେନି ବାଲକୋନୀ ଉପରେପାଦ ରଖି, ଯୋଉଠି ବିଶ୍ୱାସକହ ବିଷ ଭରିବି କେମିତି ?
ମୋର ନିପାରିଲା!-->!-->!-->!-->!-->!-->!-->…
Read More...
Read More...
କବିତା : ଶୋଲ
ଶିଶିର କୁମାର ନାୟକ
ଦେଖା ହେଉ ନ ଥିବା ଗୋଟେତାରାଭରା ଆକାଶ ଥରେ ଥରେଚଡଚଡ ହେଇ ଫାଟେଦିନକୁ ଦିନ ମୁଁ ବୋକା ହେଇଯାଏସମ୍ବିଧାନର ପାଚେରୀ କଡରେ ।
କିଏ ଜଣେ ସବୁକିଛି ହରେଇ ହରେଇସବୁଠାରୁ ଧନୀ ହେଇଯାଏ ଭଲପାଇବାରେସଫ୍ଟଓୟାର ପିଲାଟି ଜୀବନର ସୁଖ ସର୍ଚ୍ଚ କରିଚିରକାଳ ଗୋଗୁଲରେ ମୁହଁମାଡି!-->!-->!-->!-->!-->…
Read More...
Read More...
କବିତା : ଏତେ ପାଖେ ଆଲୁଅ
ମାଧୁରୀ ପଣ୍ଡା
ତୁମେ ମୋ’ ଭଲପାଇବାକୁକେମିତି ବୁଝ ଯେ’!
ଯାହା ନୀରବରୁ ନୀରବୀ ଯାଉଥିବାଏକ ଉଚ୍ଚାରଣ ମାତ୍ର….କହି ପାରୁନି ତ’ଭୋଗୁଛି ଅବଶ୍ୟ ।
ତାରାମାନେ କାହିଁଁକି ଉଜାଗରରାତି ଶୋଇରହେ ଶାନ୍ତ ହୋଇଅନ୍ଧାରର କିଛି ଭାଷା ଥାଏ ନିଶ୍ଚୟମୋତେ ଦେଖି ଯେ’ ହସିଦିଅନ୍ତି ।
ଏ ଜୀବନ!-->!-->!-->!-->!-->!-->!-->!-->!-->…
Read More...
Read More...