Browsing Category
ଓଡିଶା
ଆତ୍ମ ସୁରକ୍ଷା ଶିବିର ଉଦଘାଟିତ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ବଙ୍ଗୋମୁଣ୍ଡା ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଶୋଭେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ସିରଜିନା ଉତ୍ସବ ଓ ନାଟକ ପ୍ରତିଯୋଗିତାରେ ଦୁଲୁକିବ ଭେଉଁରିଆ ଗାଁ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଏପ୍ରିଲ୍ ମାସ ୩ ତାରିଖ ଏବଂ ୪ ତାରିଖ ଦିନ ଭେଉଁରିଆ ଗାଁରେ ପାଳନ ହେବାକୁ ଯାଉଛି ୩୨ତମ ସିରଜିନା ଉତ୍ସବ ଓ ପ୍ରଥମ ଶିଶୁ ନାଟକ ପ୍ରତିଯୋଗିତା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଦୁଲଦୁଲି ବଜାର ତାଳେ ତାଳେ ମା' ସମଲେଇଙ୍କର ପୂଜନୋତ୍ସବ କରାଯିବ ।!-->…
Read More...
Read More...
କୁଶକେଲା ପଞ୍ଚାୟତ ଓ ପାଖାପାଖି ଅଞ୍ଚଳରୁ ପୁଣି ନଳକୂପ ହେଣ୍ଡପମ୍ପ ଚୋରି ଅଭିଯୋଗ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତର ଋଣ୍ଡିମହୁଲ ସ୍କୁଲ ଠାରୁ ହେଣ୍ଡପମ୍ପ ଚୋରି ହୋଇଛି । କିଛି ଦିନ ତଳେ ଏହି ପଞ୍ଚାୟତ ଅନ୍ତର୍ଗତ ଗୋଟିଏ ସ୍କୁଲ ଭିତରୁ ନଳକୂପ ଚୋରି ହୋଇଥିଲା, ତେବେ ବିଭାଗୀୟ ଅଧିକାରୀ ଅତି ଶୀଘ୍ର ପୁଣି ଏକ ନୂତନ ନଳକୂପ!-->…
Read More...
Read More...
ଲିଙ୍କ୍ ଏକ୍ସପ୍ରେସରେ ଯାତ୍ରୀ ଭୁଲିଯାଇଥିବା ଜିନିଷ ଓ ମୋବାଇଲ୍ ଉଦ୍ଧାର କରି ଫେରାଇଲା ଟିଟିଲାଗଡ ଆର ପି ଏଫ୍
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଲୱେ ପୋଲିସ ନିଜ କର୍ତ୍ତବ୍ୟ ଏବଂ ମାନବତାର ଭଲ ପରିଚୟ ଦେଇଛନ୍ତି । କାଲି ଟିଟିଲାଗଡ ସହରର ନିରଞ୍ଜନ ଶର୍ମାଙ୍କ ଆତ୍ମୀୟ ବିଶାଖାପଟନମରୁ କେସିଙ୍ଗା ଲିଙ୍କ ଏକ୍ସପ୍ରେସ୍ରେ ଫେରୁଥିଲେ । ଭୁଲବଶତଃ ତାଙ୍କର ହାଣ୍ଡ ବ୍ୟାଗ୍ ଏବଂ ମୋବାଇଲ!-->…
Read More...
Read More...
ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ
ଲୋକସଭା ସଚିବାଳୟଙ୍କ ଉଦ୍ଦେଶ୍ୟ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ
ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ 'ବନ ଅଧିକାର ଅଧିନିୟମ, ୨୦୦୬' ର କାର୍ଯ୍ୟକାରିତା ସମ୍ପର୍କରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଲୋକସଭା ସଚିବାଳୟକୁ ଦିଆଯାଇଥିବା ଏକ ପ୍ରସ୍ତାବ । ଓଡ଼ିଶାରେ!-->!-->!-->…
Read More...
Read More...
ପଦ୍ମପୁର ବନଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜାର ପ୍ରସ୍ତୁତି ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଦୁର୍ଗା ମନ୍ଦିର ପରିସରରେ ମନ୍ଦିର ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଚଳିତ ଚୈତ୍ରମାସରେ ବାସନ୍ତିକ ନବରାତ୍ର ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଡ. ତ୍ରିପାଠୀ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ!-->…
Read More...
Read More...
ନୂଆଦିଲ୍ଲୀସ୍ଥ ପାର୍ଲିଆମେଣ୍ଟ ଭବନ ସମ୍ମୁଖରେ ଆନ୍ଦୋଳନ ପାଇଁ ନିଖିଳ ଓଡିଶା କର୍ମୀ ମହାସଂଘର ଚେତାବନୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏ.ଆଇ.ଟି.ୟୁ.ସି ସହ ଅନୁବନ୍ଧିତ ନିଖିଳ ଓଡିଶା କର୍ମୀ ସଂଘର ୭ମ ରାଜ୍ୟ ସମ୍ମିଳନୀ ଗତ ୭ ଓ ୮ ତାରିଖ ଦୁଇ ଦିନଧରି ସମାହିତ ହୋଇଯାଇଛି । ଯାହାକି ରବିବାର ଅପରାହ୍ନରେ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ଅଶୋକ!-->…
Read More...
Read More...
‘ସବ୍କା ସାଥ୍ ସବ୍କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ବଜେଟ୍ ପରବର୍ତ୍ତୀ ଓ୍ବେବିନାର୍ରେ ପ୍ରଧାନମନ୍ତ୍ରୀ…
ପ୍ରତିରୋଧକ ଓ ସାମଗ୍ରିକ ସ୍ବାସ୍ଥ୍ୟ ଚିନ୍ତାଧାରା ଉପରେ ଭାରତ କାର୍ଯ୍ୟକରୁଛି: ପ୍ରଧାନମନ୍ତ୍ରୀଗତ କିଛି ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି; ଆୟୁଷ୍ମାନ ଭାରତ ଯୋଜନା ଏବଂ ଆରୋଗ୍ୟ ମନ୍ଦିର ମାଧ୍ୟମରେ, ଶହ ଶହ ଜିଲ୍ଲାରେ ମେଡିକାଲ କଲେଜ ସହ ପ୍ରତ୍ୟେକ ଗାଁକୁ -!-->…
Read More...
Read More...
୧୯୭୬ ମେଟ୍ରିକୁଲେସନ ବେଚ ପୃଥ୍ୱୀରାଜ ହାଇସ୍କୁଲ, ବଲାଙ୍ଗିର ସୁବର୍ଣ୍ଣ ଜୟନ୍ତି ସମାରୋହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେଟ୍ରିକୁଲେସନ ବ୍ୟାଚ ପୃଥ୍ୱୀରାଜ ହାଇସ୍କୁଲ, ବଲାଙ୍ଗିରର ସୁବର୍ଣ୍ଣ ଜୟନ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲର ସେଣ୍ଟିନେରୀହରେ ଉକ୍ତ ସମାରୋହଟି ପ୍ରାକ୍ତନ ଶିକ୍ଷକ, ପୂର୍ବତନ ଛାତ୍ର ଯେଉଁମାନେ ସମାଜର ବିଭିନ୍ନ ଦିଗରେ!-->…
Read More...
Read More...
ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟ ସଭାରେ ବିଦେଶ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସ୍ୱତଃପ୍ରବୃତ୍ତ ବିବୃତି
ମାନନୀୟ ଅଧ୍ୟକ୍ଷ,ମୁଁ ଏହି ସମ୍ମାନନୀୟ ସଦନକୁ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ବିଷୟରେ ଅବଗତ କରିବାକୁ ଚାହୁଁଛି, ଯାହା ଆମ ସମସ୍ତଙ୍କ ପାଇଁ ଗଭୀର ଚିନ୍ତାର କାରଣ। ମାନନୀୟ ସଦସ୍ୟମାନେ ଜାଣନ୍ତି ଯେ, ସଂଘର୍ଷର ଏହି ପର୍ଯ୍ୟାୟ ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିଲା। ଆମେ କେବଳ ଗୋଟିଏ!-->…
Read More...
Read More...