Browsing Category
ଓଡିଶା
ଗୁଡଭେଲା ସମ୍ବାଦ ସାହିତ୍ୟ ଘରର ବିଶ୍ୱ ପଖାଳ ଦିବସ ପାଳିତ
ତୁଷୁରା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ତୋଷାଳୀ ବିଦ୍ୟାମନ୍ଦିର ତୁଷୁରା ଠାରେ ବିଶ୍ୱ ପଖାଳ ଦିବସ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନ ଓ ସଂପାଦକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ବିଶ୍ୱ ପଖାଳ ଦିବସ ମହାସମାରୋହରେ!-->…
Read More...
Read More...
ବିଶ୍ୱ ପଖାଳ ଓ ଚଟିଆ ଦିବସ ପାଳିତ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ପଖାଳ ଓ ଚଟିଆ ଦିବସ ପାଳିତ ହୋଇଯାଇଛି । ପ୍ରକୃତି ବନ୍ଧୁ ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ହରିଶଙ୍କର!-->…
Read More...
Read More...
ପଦ୍ମପୁର ଏନଏସିରେ ଉନ୍ନତି ମୂଳକ କାର୍ଯ୍ୟର ନିମ୍ନ ମାନର ତଦନ୍ତ କାଉନସିଲ୍ ବୈଠକରେ ଦାବି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନ୍ଏସି ଅଧିନରେ ହେଉଥିବା ଅନେକ ଉନ୍ନୟନ ମୂଳକ ଠିକା କାମ ଅତି ନିମ୍ନମାନର ହେଉଛି, ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ, କିଛି ମାସ ମଧ୍ୟରେ ନବନିର୍ମିତ ରାସ୍ତା ଡ୍ରେନ୍ ଗୁଡ଼ିକ ଖରାପ୍ ହେଇଯାଉଛି, ଏନ୍ ଏ ସି!-->…
Read More...
Read More...
ବାଲିଗୁଡାରେ ଗ୍ୟାସ୍ ସମସ୍ୟା : ଅଧିକାଂଶ ଫାଷ୍ଟଫୁଡ୍-ହୋଟେଲ, ଚା’ ଦୋକାନ ବନ୍ଦ, ଖାଉଟି ଅସନ୍ତୁଷ୍ଟ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି । ଲୋକଙ୍କୁ ମିଳୁନି ଗ୍ୟାସ୍ । ଫଳରେ ଖାଉଟି ତଥା ଗ୍ୟାସ୍ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡ଼ିଛି । ଏଥିସହ ଗ୍ୟାସ କଳାବଜାର!-->…
Read More...
Read More...
ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର କନ୍ଧମାଳ ହେବ ମାଓମୁକ୍ତ : ସମଗ୍ର ଜଙ୍ଗଲରେ ଚାଲିଛି ମାଓ ଅପରେସନ – ୱାଇ.ବି.…
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ଜଙ୍ଗଲ ସୀମାନ୍ତରେ ମାଓ ନେତା ଶୁକ୍ରୁକୁ ଘେରି ରହିଛି ସୁରକ୍ଷା ବାହିନୀ । ଚାଲିଛି ଜୋରଦାର୍ ଅପରେସନ । ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାରୁ ନିପାତ ହେବେ ମାଓବାଦୀ । ହାର୍ଡକୋର୍ ଶୁକ୍ରୁ ଠାରେ ହିଁ ଶେଷ ହେବ ମାଓ!-->…
Read More...
Read More...
ଋଷିମାଳ ପର୍ବତରେ ପ୍ରକୃତି ଶିବିରର ଆୟୋଜନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛତ୍ରଛାତ୍ରୀମାନଙ୍କୁ ନେଇ ତମାଙ୍ଗି ଗ୍ରାମ ନିକଟସ୍ଥ ଋଷିମାଳ ପର୍ବତରେ ଶିକ୍ଷାନୁଷ୍ଠାନ ତରଫରୁ ଏକ ପ୍ରକୃତି ଶିବିରର ଆୟୋଜନ!-->…
Read More...
Read More...
ଶୁଭୁନି ଆଉ କିଚିରିମିଚିରି ଶବ୍ଦ : ଲୋପ ପାଇଲାଣି ଘର ଚଟିଆ ବଂଶ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛନ୍ତି । ଦିନ ଥିଲା ଗାଁ ଗହଳିରେ ମାଆମାନେ ଘର ଚଟିଆକୁ ଦେଖାଇ ନିଜ ଛୁଆର ଅଝଟ ପଣ ଦୂର କରିବା ସହିତ ଘର ଚଟିଆ ସମ୍ପର୍କରେ ନାନା ଗୀତ ଗାଇ ନିଜ ଛୁଆକୁ!-->…
Read More...
Read More...
କୁନି ଓଡ଼ିଶୀ ନୃତ୍ୟଶିଳ୍ପୀ ସାଏସା
ବଲାଙ୍ଗିର, (କେପିଏନ୍ଏସ୍) : କୁନି ଝିଅ ଟିଏ, ନା ତାଙ୍କର ସାଏସା ଅଗ୍ରୱାଲ । ସେ ବଲାଙ୍ଗିର ସହରରେ ରହୁଥିବା ବେଳେ ଏକାଡେ଼ମିକ୍ ହାଇଟସ୍ ପବ୍ଲିକ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ହେଲେ ଚମତ୍କାର ଡ୍ୟାନ୍ସ କରୁଛନ୍ତି । ଆଉ ନିଜ ମା' ମାଟିର ନା ରଖିଛନ୍ତି । ତୁଳସୀ ଦୁଇ!-->…
Read More...
Read More...
ବଲାଙ୍ଗିରରେ ବାଟି ସୋଢାର କମାଲ
ବଲାଙ୍ଗିର, (କେପିଏନ୍ଏସ୍) : ବଢୁଛି ଖରା, ସିଝୁଛି ବଲାଙ୍ଗିର, ପଥଚାରୀମାନଙ୍କ ପାଇଁ ସାହାରା ପାଲଟିଛି ବାଟି ସୋଢା । ବାଟି ସୋଢା ନିଆରା ଭାବରେ ତିଆରି କରାଯାଉଛି । ଖରାରେ ରାସ୍ତାରେ ଯାଉଥିବା ବାଟୋଇମାନେ ଏହି ବାଟି ସୋଢାକୁ ପିଇ ବହୁତ ଆନନ୍ଦିତ ମନେ କରୁଛନ୍ତି । ନିଆରା ଭାବରେ ଏହି!-->…
Read More...
Read More...
୨୦ ମାର୍ଚ୍ଚ, ୨୦୨୬ : ଓଡ଼ିଆ ପଖାଳ ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭାରତୀୟ ଖାଦ୍ୟର ବିବିଧତାରେ, ଓଡ଼ିଶା ଏହାର ସମୃଦ୍ଧ ରାନ୍ଧଣା ଐତିହ୍ୟ ପାଇଁ ସ୍ୱତନ୍ତ୍ର । ଏହି ପୂର୍ବାଞ୍ଚଳ ରାଜ୍ୟ ଯେଉଁ ଅନେକ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଗର୍ବ କରେ, ସେଥିମଧ୍ୟରୁ "ପଖାଳ" ହେଉଛି ଏକ ଉଜ୍ଜ୍ୱଳ ତାରା । ଏହି ପଖାଳ ଦିବସ ହେଉଛି!-->…
Read More...
Read More...