Browsing Category

ଓଡିଶା

ଏକତ୍ର ଆୟୋଜିତ ଇସ୍ପାତ ନାଟ୍ୟ ମହୋତ୍ସବ ଉଦଯାପିତ

ଅନ୍ତିମ ସନ୍ଧ୍ୟାରେ ନାଟକ ଅହ୍ୟ ସୁଲକ୍ଷଣୀ ଓ ନିଜ ଠାରୁ ନିଜର ଦୂରତା ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆରଏସପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ
Read More...

ବ୍ଲକ ସ୍ତରୀୟ ଡେଟଲ୍ ସ୍କୁଲ ସ୍ୱଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ଅମର ଜ୍ୟୋତି ଫାଉଣ୍ଡେସନ ଏବଂ ରେକିଟ ଇଣ୍ଡିଆର ମିଳିତ ସହଯୋଗରେ ଡୁଙ୍ଗିବାହାଲ ୟୁପି ସ୍କୁଲ୍ ଠାରେ ଗୁଡଭେଲା ବ୍ଲକର ୧୦୦ଟି ସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଡିସେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଡେଟଲ ସ୍ୱଚ୍ଛତା ପ୍ରଶିକ୍ଷଣ
Read More...

ସ୍ୱର୍ଗତ ନିରାକାର ସାହୁଙ୍କ ସ୍ମୃତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ଠାରେ ପ୍ରଥମେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଦ୍ୱାରା ଚକ୍ଷୁ ଚିକିତ୍ସା କରାଯାଇଥିଲା । ଏଥିରେ ସମୁଦାୟ ୧୪୨ ଜଣ ଚକ୍ଷୁ ଚିକିତ୍ସା ପାଇଁ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଏହି ପରି ସାପ୍ତାହିକ ବଜାର
Read More...

ବାଲିଗୁଡାରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ତାଲୁକ ଆଇନ ସେବା କମିଟି, ବାଲିଗୁଡ଼ା ଦ୍ୱାରା ଆୟୋଜିତ ଚତୁର୍ଥ ଜାତୀୟ ଲୋକ ଅଦାଲତ ବାଲିଗୁଡ଼ାର ସିଭିଲ୍ ଏବଂ ଫୌଜଦାରୀ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ସଫଳତାର ସହିତ ଅନୁଷ୍ଠିତ
Read More...

ଆରମ୍ଭ ହେଲା ଜିଲ୍ଲା କ୍ରୀଡ଼ା ମହାକୁମ୍ଭ : ଯୋଗଦେଲେ ୭୬୫ ଖେଳାଳୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା କ୍ରୀଡା ସଂଘ ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅତିଥିମାନଙ୍କୁ ଭବ୍ୟ
Read More...

ଡିସେମ୍ବର୧୭ରେ ଭିନ୍ନକ୍ଷମଙ୍କ ପାଇଁ ପର୍ପଲ ଫେଆର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭିନ୍ନକ୍ଷମମାନଙ୍କ ପାଖରେ ଅନେକ ପ୍ରତିଭା ରହିଛି । ସେହି ପ୍ରତିଭାର ପ୍ରଦର୍ଶନ ପାଇଁ ମଂଚ ପ୍ରଦାନ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମ ବିଶ୍ୱାସ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆସନ୍ତା ୧୭ ତାରିଖରେ ସ୍ଥାନୀୟ କଳାମଣ୍ଡଳ
Read More...

ଯୋଗୀସର୍ଡାରେ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଭା 'ଆସ ସ୍କୁଲ ଯିବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସୁରେଶ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହରିହର
Read More...

କ୍ଷୀରୋଦ୍ର ଗଡ଼ତ୍ୟାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିଂହାଟୀମାଲ ଗାଁର ଗୌନ୍ତିଆ କ୍ଷୀରୋଦ୍ର ଗଡ଼ତ୍ୟା (୯୧)ଙ୍କ ଶୁକ୍ରବାର ପ୍ରାତଃ ୫ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ପତ୍ନୀଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ସକାଳ ସାଢେ଼ ୯ଟା ସମୟରେ ଗାଁ ମଶାଣିରେ ଶେଷକୃତ୍ୟ
Read More...

ସିନାପାଲି ବ୍ଲକ କାର୍ଯ୍ୟାଳୟରେ ନିରନ୍ତର ବିକାଶ ଲକ୍ଷ -୨୦୩୦ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସଭା ଗୃହରେ ନିରନ୍ତର ବିକାଶ ଲକ୍ଷ-୨୦୩୦ର ଏକ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ମୁଖ୍ୟ ପରିକଳ୍ପନା ଓ ଜୀବିକା ବିକାଶ ବିଶେଷଜ୍ଞ ଡଃ କୁମୁଦିନୀ ମିଶ୍ର, ଏସ. ଇ. ଆଇ. ସିନିପୁର
Read More...

ଆସନ୍ତା କାଲିଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆସନ୍ତା କାଲିଠାରୁ ଦୁଇଦିନ ଆରମ୍ଭ ହେବାକୁ ଯାଉଛି ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ । ପ୍ରଥମେ ସକାଳ ୭.୩୦ରେ ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଜିଲ୍ଲା କ୍ରୀଡ଼ା ସଙ୍ଘ ଓ ଖେଳାଳୀଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ ।
Read More...