Browsing Category

ଓଡିଶା

ଖପ୍ରାଖୋଲ ପୋଲିସର ସଫଳତା : ବେଆଇନ ଦାଦନ ଚାଲାଣ ବେଳେ ୭ ଜଣ ଉଦ୍ଧାର

ଦାଦନ ସର୍ଦ୍ଦାର ଗିରଫ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ ସମୟରେ ଗମ୍ଭାରୀ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ କିଛି
Read More...

ବଲାଙ୍ଗିର ପୋଲିସର ବଡ଼ ସଫଳତା : ଲୁଟେରା ଶ୍ୱଶୁର ଜ୍ୱାଇଁ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ଶ୍ୱଶୁର ଜ୍ୱାଇଁଙ୍କୁ ଧରି ଏସ୍‌ପି ଅଭିଳାଷ ଜି କଲେ ବଡ଼ ଖୁଲାସା । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିଳାଷ ଜି ଯୋଗ ଦେଇ ବିଭିନ୍ନ ସ୍ଥାନରେ ହୋଇଥିବା ଲୁଟ ଘଟଣାର
Read More...

ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନର ଓଡିଶା ଶାଖା ତରଫରୁ ମହିଳା ସମ୍ମିଳନୀରେ ଯୋଗ ଦେଲେ ସାଂସଦ ସଙ୍ଗୀତା ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନର ଓଡିଶା ଶାଖା ତରଫରୁ ଏକ ମହିଳା ସମ୍ମିଳନୀ ବିଦ୍ୟା ହେଭେନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ
Read More...

ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ସୁରଜ-୧୧ ଫୁଲବାଣୀ ପୁଲ୍ – ବିର ଫାଇନାଲକୁ…

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପୁଲ୍ - ବିର ସେମି ଫାଇନାଲ ଆଦର୍ଶ କ୍ଲବ ଝାରସୁଗୁଡା ଓ ସୁରଜ-୧୧ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳରେ ସୁରଜ-୧୧ ଫୁଲବାଣୀ ୩-୦
Read More...

ଧାନ ମଣ୍ଡି ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡେନ ଗ୍ରାମର ପାନାଲାଲ ବେହେରା (୬୫)ଙ୍କ ଏକ ଅଭିଯୋଗ ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ତାଙ୍କ ଗ୍ରାମରେ ଥିବା ଖାତା ନମ୍ବର ୮୬/୧୧୨ରେ ଏ ୧. ୪୦ଡି ରୟତି ଜମିରେ ପ୍ରତିବର୍ଷ ଚାଷ କରି ଆସୁଛନ୍ତି ଏବଂ ଏହି ଜମି ସଂଲଗ୍ନରେ ଥିବା ୬୦
Read More...

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ : ରାଉରକେଲାକୁ ହରାଇ ସେମିରେ ରାଞ୍ଚି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଚତୁର୍ଥ ଦିନରେ ରାଉରକେଲାକୁ ହରାଇ ରାଞ୍ଚି ମେକନ (ଝାଡ଼ଖଣ୍ଡ) ସେମିଫାଇନାଲରେ ପ୍ରବେଶ କରିଛି ।
Read More...

ଡ.ଏ.ଏନ୍.କେ ଡିଏଭି ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡ.ଏ.ଏନ୍.କେ ଡିଏଭି ପବ୍ଲିକ ସ୍କୁଲର ୩୩ତମ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବୀର ବାଲ ଦିବସ ଉପଲକ୍ଷେ ଡି.ଏ. ଭି ସ୍କୁଲ ସମୂହ, ଓଡ଼ିଶାର ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଗୁରୁ
Read More...

ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଆନ୍ଦୋଳନରେ ଡାକ୍ତର

ଜୟପାଟଣା, (ଶେଷଦେବ ବେହେରା) : ଗ୍ରାମାଞ୍ଚଳ ମାନଙ୍କର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବାବେଳେ ଡିସେମ୍ବର ୨୬ ତାରିଖରୁ ଓମସାର ଆହ୍ୱାନ କ୍ରମେ ସରକାରୀ ଡ଼ାକ୍ତରଖାନାର ଡାକ୍ତରମାନେ ପୂର୍ବାହ୍ନ ୧୦ଟାରୁ ୧୧ଘଣ୍ଟା ପର୍ଯ୍ୟନ୍ତ ବର୍ହି ବିଭାଗ ମାନଙ୍କରେ ରୋଗୀ ମାନଙ୍କୁ ନ
Read More...

ଖୁଟୁଣାପାଣି କପ୍‌ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ରେଙ୍ଗଟାସିଲ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଟୁଣାପାଣି ଖେଳ ପଡିଆ ଠାରେ ଦୁଇ ଦିନ ଧରି ଚାଲିଥିବା ଖୁଟୁଣାପାଣି କପ ଫୁଟବଲ ପ୍ରତିଯୋଗିତା ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ପଞ୍ଚାୟତ ଖୁଟୁଣାପାଣି ଖେଳପଡ଼ିଆ ଠାରେ ଖୁଟୁଣାପାଣି ଫୁଟବଲ କ୍ଲବ ଦ୍ୱାରା ଅନୁଷ୍ଠିତ
Read More...

୨୫ ଡିସେମ୍ବରରେ ତୁଳସୀ ପୂଜନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବନ୍ଦନୀୟ ପ୍ରାତଃସ୍ମରଣୀୟ ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ବ୍ରହ୍ମସଂକଳ୍ପ ଅନ୍ତର୍ଗତ ୨୦୧୪ ମସିହାରୁ ସମଗ୍ର ବିଶ୍ୱରେ ୨୫ ଡିସେମ୍ବର ତାରିଖକୁ “ତୁଳସୀ ପୂଜନ ଦିବସ” ଭାବେ ପାଳନ କରାଯାଇଆସୁଛି । ଏହି ପରିପ୍ରେକ୍ଷୀରେ, ପୂଜ୍ୟ ସନ୍ଥ ଶ୍ରୀ
Read More...