Browsing Category

ଓଡିଶା

+୨ ସାର୍ଟିଫିକେଟ ଓ ମାର୍କସିଟ ଯାଞ୍ଚ ବର୍ଦ୍ଧିତ ଫି ବୃଦ୍ଧି ପ୍ରତ୍ୟାହାର କର :
ଏଆଇଡିଏସଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ସାର୍ଟିଫିକେଟ ଓ ମାର୍କସିଟ ଯାଞ୍ଚ ଫି ଦୁଇଗୁଣା ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ଏଆଇଡିଏସଓ ଓଡିଶା ରାଜ୍ୟ କମିଟି ଆହ୍ୱାନ କ୍ରମେ ସାରା ଓଡିଶା ପ୍ରତିବାଦ ଅବସରେ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା
Read More...

ତୁରେକେଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ପରିଚାଳନା କମିଟିର ସଭାପତି ସୁଶାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା
Read More...

ଗରିମା ପରିବାରର ମକର ମିଳନ ଓ କର୍ମକର୍ତ୍ତା ନିର୍ବାଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଗରିମା ପରିବାରର ମକର ମିଳନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଶଙ୍କର ଜେନାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି
Read More...

ବେହେରାମାଲ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ

ଡୁଙ୍ଗୁରିପାଲି, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ଲଙ୍ଗଳକଣ୍ଟା ପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ୱିଦିବାତ୍ମକ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱରେ
Read More...

ଖଳିସାହି ଗ୍ରାମର ସୁନା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ଅଭିଯୋଗ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନସ୍ଥ ଖଳିସାହି ବଜାରର ବିଶିଷ୍ଟ ସୁନା ଅଳଙ୍କାର ବ୍ୟବସାୟୀ ବିଜୟ କୁମାର ପୃଷ୍ଟିଙ୍କ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଓ ଟଙ୍କା ଦୁବୃର୍ତ୍ତମାନେ ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ
Read More...

ଜଙ୍ଗଲ ଜମିରେ କଲ୍ୟାଣମଣ୍ଡପ ଓ କ୍ରୀଡାଙ୍ଗନ ନିର୍ମାଣକୁ ବଳଭଦ୍ର ପ୍ରସାଦ ପଞ୍ଚାୟତବାସୀଙ୍କ ବିରୋଧ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନସ୍ଥ ବଳଭଦ୍ର ପ୍ରସାଦ ପଞ୍ଚାୟତବାସୀ ଜଙ୍ଗଲ କିସମ ଜମିରେ ନିର୍ମାଣାଧୀନ ନୂତନ କଲ୍ୟାଣମଣ୍ଡପ ଓ କ୍ରୀଡାଙ୍ଗନ କାର୍ଯ୍ୟକୁ ତୀବ୍ର ବିରୋଧ କରି ଆସୁଥିବା ଜଣାଯାଇଛି । ତେବେ ବାରମ୍ବାର ଏ ସଂର୍ପକରେ ପ୍ରଶାସନର ଦୃଷ୍ଟି ଆକର୍ଷଣ
Read More...

ଉପରବାହାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେଇଯାଇଛି । ଏଥିରେ ୪୨ଟି ପ୍ରକଳ୍ପ ସ୍ଥାନୀତ ହୋଇଛି । ବଲାଙ୍ଗିର ଜିଲ୍ଲା ମାଷ୍ଟର ଟ୍ରେନର, ନାସା ପରିବେଶ ଗବେଷକ ଦିଲୀପ କୁମାର ଧଳ ମୁଖ୍ୟ ଅତିଥି ଭାବରେ
Read More...

ଥାନା ସମ୍ମୁଖରେ ଟ୍ରକ ଦୁର୍ଘଟଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁକ୍ରବାର ଭୋର ସକାଳୁ ଟାଉନ ଥାନା ସମ୍ମୁଖରେ ଏକ ବାର ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଓଡି୦୩ଏସି ୮୮୭୭ ଟ୍ରକରେ ଧାନ ବୋଝେଇ ହୋଇଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଥାନା ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ଆଡକୁୁ ଧସେଇ ପଶି ପେଟ୍ରୋଲ ପମ୍ପ ବାଟକୁ
Read More...

୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

ଚଳିତବର୍ଷ ରିକାପଲ୍ଲୀ କଲ୍ୟାଣ ମଣ୍ଡପ ରଙ୍ଗମଞ୍ଚରେ ହେବ ସାଂସ୍କୃତିକ ସନ୍ଧ୍ୟା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେବା ନେଇ ଏକ ବୈଠକ ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ
Read More...

ରିକାପଲ୍ଲୀ କଳ୍ପ-ବାସିନୀପୀଠ ପକ୍ଷରୁ ମକର ମିଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ରିକାପଲ୍ଲୀ କଳ୍ପ ବାସିନୀପୀଠ କମିଟି ପକ୍ଷରୁ ନିଆରା ମକର ମିଳନ ପରମ୍ପରା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀ ଶ୍ରୀ ମା' ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ
Read More...