Browsing Category

ଓଡିଶା

ବୋଡାସମ୍ବର ପଦ୍ମପୁରରେ ଜାତୀୟ ଡାଲଖାଇ ଏକାଡେମୀ ସ୍ଥାପନ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ 'ଡାଲଖାଇ' ନୃତ୍ୟର ସଂରକ୍ଷଣ ଓ ପ୍ରଚାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ସେ ପାର୍ଲିଆମେଣ୍ଟରେ ବୋଡ଼ାସମ୍ବର ପଦ୍ମପୁରରେ ଏକ ଜାତୀୟ ଡାଲଖାଇ ଏକାଡେମୀ ସ୍ଥାପନ କରିବା ପାଇଁ
Read More...

ଟିଟିଲାଗଡ ଶ୍ରୀରାମ ନବମୀ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶ୍ରୀରାମ ନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକ କାଢ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଧାକୃଷ୍ଣ ମନ୍ଦିରରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ
Read More...

ଦେପୁରରେ ଧୂମଧାମରେ ଶ୍ରୀରାମ ଜନ୍ମ ମହୋତ୍ସବ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜପୁତ କ୍ଷତ୍ରୀୟ ପାଇକ ସମାଜ ପଶ୍ଚିମ ମଣ୍ଡଳ, ଭଇଁରିଗୁଡା ଆନୁକୂଲ୍ୟରେ ତଥା ଦେପୁର ଉପମଣ୍ଡଳ ଆୟୋଜନରେ କଲମପୁର ବ୍ଲକ ଦେପୁର ପ୍ରହରୀ ମଣ୍ଡପରେ ତ୍ରିଦିବସୀୟ ଶ୍ରୀରାମ ଜନ୍ମ ମହୋତ୍ସବ ଧୂମଧାମରେ ପାଳନ କରାଯାଇଛି । ବିଭିନ୍ନ ଗ୍ରାମରୁ ଆସିଥିବା
Read More...

ରାଜ୍ୟସ୍ତରୀୟ ରାମ ରାଜ୍ୟ ପ୍ରତିଷ୍ଠା ମହୋତ୍ସବ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୯୩ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ "ରାମରାଜ୍ୟ ପ୍ରତିଷ୍ଠା ମହୋତ୍ସବ" ତେଲେଙ୍ଗାବଜାର ଗୌରୀଶଙ୍କର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ପରମ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଏବଂ ରାଜସୂୟ ଯଜ୍ଞ
Read More...

ବରଟୋଲି ଭାଗବତ ଅଗଣାର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାମ ନବମୀ ଅବସରରେ ବରଟୋଲି ଶ୍ରୀ ଶ୍ରୀ ରାମେଶ୍ୱର ବାଟିକା ଠାରେ ଭାଗବତ ଅଗଣା ତାର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରିଛି । ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ ସୂତାର ଓ ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା
Read More...

ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ- ସିଂହାଣୀମୁଣ୍ଡା ରାସ୍ତାର ଶନି ମନ୍ଦିର ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣକର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ସରଗାଡ ଗ୍ରାମର ତିରାଲି ନାଗ (୫୨) । ସେ ନିକଟସ୍ଥ ଏକ
Read More...

ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ଅମର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଐତିହାସିକ ଅବଦାନ ସମ୍ପର୍କରେ ସାଂସଦ ଦୃଷ୍ଟି ଆକର୍ଷଣ କରିଛନ୍ତି । ୧୮୨୭ ମସିହାରୁ ଆରମ୍ଭ ହୋଇଥିବା ତାଙ୍କର ସଶସ୍ତ୍ର ବିଦ୍ରୋହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଅନନ୍ୟ ଅଧ୍ୟାୟ । ସମ୍ବଲପୁରର
Read More...

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ସଞ୍ଜୟ ସଭାପତି ଓ ଜ୍ୟୋତି ସମ୍ପାଦକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ଏଥିରେ ସଭାପତି ଭାବେ ସଞ୍ଜୟ କୁମାର ଷଡ଼ଙ୍ଗୀ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ଜ୍ୟୋତିରଂଜନ ପଟେଲ, ଉପସଭାପତି- କ୍ଷେତ୍ରପାଳ ସାହୁ, ଯୁଗ୍ମ
Read More...

ଝରନିପାଲି ପଞ୍ଚାୟତକୁ ଆଇଏସଓ ମାନ୍ୟତା

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରନିପାଲି ଗ୍ରାମ ପଞ୍ଚାୟତକୁ ଆନ୍ତର୍ଜାତୀୟ ମାନକ ଗୁଣବତ୍ତା ସନଦ ଆଇଏସଓ ୯୦୦୧: ୨୦୧୫ ମିଳିଛି । ବିଭିନ୍ନ ସମୟରେ ଅନେକ ଗୁଡ଼ିଏ ଅତ୍ୟାଧୁନିକ ଓ ଲୋକାଭିମୁଖୀ କାର୍ଯ୍ୟକରି ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତକୁ ଏଭଳି
Read More...

ବଲାଙ୍ଗିର ମାଟିର ଚର୍ଚ୍ଚିତ ଝିଅ ଅତୁଲ୍ୟା ଲୁହାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ମାଟି ସଦାରୁ ପ୍ରତିଭାର ଜନ୍ମଭୂମି ଭାବେ ପରିଚିତ । ଏହି ମାଟିରୁ ଅନେକ ଗୁଣୀ, କଳାକାର ଓ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଦେଶ ଓ ଦୁନିଆରେ ନିଜର ନାମ କମାଇଛନ୍ତି । ସେହିପରି, ଏହି ମାଟିର ଗର୍ବ ହେଉଛନ୍ତି ଜଣେ ପ୍ରତିଭାଶାଳୀ ଝିଅ — ଅତୁଲ୍ୟା ଲୁହାର ।
Read More...