Browsing Category

ଓଡିଶା

ଡି.ଏସ.ଆର. ସଂସ୍କୃତି ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରଙ୍ଗାରଙ୍ଗ ଭରପୂରରେ ଡି.ଏସ.ଆର. ସଂସ୍କୃତି ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ ସମାହିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥ ଜିଲ୍ଲା ସଂସ୍କୃତି ଭବନ (ଛତ୍ରପୁର) ଠାରେ ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡି.ଏସ.ଆର. ସଂସ୍କୃତି ସଂଗଠନର
Read More...

ଓଡ଼ିଆ ଅସ୍ମିତାର ପ୍ରତୀକ ବିଜୁ ବାବୁଙ୍କ ପ୍ରତି ଅପମାନ ସହିବ ନାହିଁ ଓଡ଼ିଶା

ତୁରନ୍ତ କ୍ଷମା ମାଗନ୍ତୁ ବିଜେପି ସାଂସଦ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ
Read More...

ପୂଜ୍ୟପୂଜା ସେବା ସଂଗଠନରେ ଶ୍ରଦ୍ଧାଞ୍ଜଳୀ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରପରୁ ବିଶିଷ୍ଟ ଶିକ୍ଷାବିତ୍‌ ଗିରିଜା ଶଙ୍କର ରଥଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଐହିହାସିକ ପୂର୍ଣ୍ଣଚନ୍ଦ୍ର ରଥ ନ୍ୟାସର ପ୍ରତିଷ୍ଠାତା ତଥା ସମାଜିକ କର୍ମୀ ତଥା ଖେଳାଳି
Read More...

ବଙ୍ଗୋମୁଣ୍ଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ

ଶିକ୍ଷା ବିନା ମଣିଷ ପୂର୍ଣ୍ଣତା ପାଇପାରିବ ନାହିଁ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଦୁର୍ଯ୍ୟୋଧନ ବାଗଙ୍କ
Read More...

ଟିଟିଲାଗଡରେ ରାମ ନବମୀ ଯାତରାରେ ଫାଙ୍କା ଗୁଳିଚାଳନା

ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ଜୈନଙ୍କ ଗିରଫ ଦାବି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡରେ ପାଳିତ ରାମ ନବମୀ ଅବସରେ ଆୟୋଜିତ ଶୋଭାଯାତ୍ରା ସମୟରେ ହୋଇଥିବା ବିବାଦୀୟ ଘଟଣାର କର୍ଣ୍ଣଧାର ନବୀନ ଜୈନଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି
Read More...

ବଡ଼ ଆର୍ଜିପଲ୍ଲୀ ଗ୍ରାମରେ ଠାକୁରାଣୀ ଯାତ୍ରା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼-ଆର୍ଜିପଲ୍ଲୀ ଗ୍ରାମର ଆରାଧ୍ୟ ଦେବୀ (ଗ୍ରାମଦେବୀ) ମା'ପୋଲ୍ଲାମା ଦେବୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଜୋର୍‌ଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଗ୍ରାମରେ ଠାକୁରାଣୀ ଯାତ୍ରା ଆସନ୍ତା
Read More...

ଡଙ୍ଗରବୁଢା ପୁଞ୍ଜିପଥର ମନ୍ଦିରରେ ଅମୃତ ଧାରା ଉଦଘାଟିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ଡଙ୍ଗରବୁଢା ପୁଞ୍ଜିପଥର ମନ୍ଦିରଠାରେ ଅମୃତ ଧାରା ଉଦଘାଟିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ଡଙ୍ଗରପଡା ପଞ୍ଚାୟତ ସରପଞ୍ଚ ରାମଦାସ
Read More...

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବିଧେୟକ (ସାଧାରଣ ପ୍ରଶାସନ) ଉପରେ ସାଂସଦ ନିରଞ୍ଜନ ବିଶିଙ୍କ କଡ଼ା ସମାଲୋଚନା

ରାଜ୍ୟ ପୋଲିସ ଭୂମିକା ଦୁର୍ବଳ ହେଲେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହେବ ।ବଲାଙ୍ଗିର ନକ୍ସଲ ମୁକ୍ତିରେ ଓଡ଼ିଶା ପୁଲିସର ମୁଖ୍ୟ ଭୂମିକା : ସହଯୋଗୀ ଭୂମିକାରେ କେନ୍ଦ୍ରୀୟ ବଳ ।କେନ୍ଦ୍ରୀକରଣ ବଢ଼ିଲେ ସମନ୍ୱୟ ନୁହେଁ, ସଂଘର୍ଷ ବଢ଼ିବ : ସାଂସଦ ଶ୍ରୀ ବିଶିଙ୍କ ଚେତାବନୀ ।ସିଏପିଏଫରେ ୯୩ ହଜାର ପଦ
Read More...

୧୧ କୋଟି ଟଙ୍କାର ଗଞ୍ଜେଇ ସହ ୨୪୦ ବୋତଲ କଫ ସିରଫ ଜବତ : ୯ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ପୁଲିସ୍ ପକ୍ଷରୁ ଚାଲିଥିବା "ନିସା ମୁକ୍ତ ଓଡିଶା" ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ପୁଲିସ୍ ବେଆଇନ ନିଶାଦ୍ରବ୍ୟ ଚାଲାଣକାରୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛି । ଆଜି ପୁଣି ସୁବର୍ଣ୍ଣପୁର ପୁଲିସକୁ ମିଳିଛି ବଡ଼ ସଫଳତା ।
Read More...

୧୯୯୦ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ହାଇସ୍କୁଲର ୧୯୯୦ ମସିହା ମାଟ୍ରିକ ବ୍ୟାଚ୍‌ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁ ମିଳନ କଲ୍ୟାଣପୁର +୨ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଦିବଙ୍ଗତ ସାଥି ଓ
Read More...