Browsing Category

ଦେଶ ବିଦେଶ

ଯଦି ପାକିସ୍ତାନ ଆତଙ୍କ ସୃଷ୍ଟି କରେ, ତେବେ ଆମେ ଜବାବ ଦେବା ପାଇଁ ସ୍ଥାନ ବାଛିବୁ ଏବଂ ସମୟ ମଧ୍ୟ : ସେନା ମୁଖ୍ୟ

ନୂଆଦି‌ଲ୍ଲୀ : ଭାରତର ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ପାକିସ୍ତାନର ନିନ୍ଦନୀୟ ଆତଙ୍କୀ ଅଭ୍ୟାସ ସମ୍ପର୍କରେ ଭାରତର ନୀତିକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ଦିନ ନରୱାଣେ କହିଛନ୍ତି ଯେ, ପାକିସ୍ତାନ କ୍ରମାଗତ ଭାବରେ ଏହାର ଦେଶ ନୀତି ଅନୁଯାୟୀ ଆତଙ୍କବାଦକୁ ପ୍ରୋତ୍ସାହିତ
Read More...

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟ୍‌କା : ଆମେରିକା ସଦନ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କଲା

ୱାଶିଂଟନ୍ : ସୋମବାର ଦିନ ଡେମୋକ୍ରାଟିକ୍ ପାର୍ଟିର ତିନିଜଣ ସାଂସଦ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣି ଗତ ସପ୍ତାହରେ କ୍ୟାପିଟାଲ ବିଲଡିଂ (ଆମେରିକା ସଂସଦ)ରେ ହିଂସା ସୃଷ୍ଟି କରିବାକୁ ଉତ୍ସାହିତ କରିଥିବା ଅଭିଯୋଗ କରିଛନ୍ତି । ଏହି ପ୍ରସ୍ତାବକୁ ସାଂସଦ
Read More...

କୋଭିଡ ଟୀକାଦାନ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ : ପ୍ରଧାନମନ୍ତ୍ରୀକୋ-ୱିନ ଡିଜିଟାଲ ପ୍ଲାଟଫର୍ମ ଟୀକାଦାନ କାର୍ଯ୍ୟକ୍ରମ ଓ ଟୀକା ନେବାର ଡିଜିଟାଲ ପ୍ରମାଣପତ୍ର ପ୍ରଦାନରେ ସହାୟତା
Read More...

ମହାରାଷ୍ଟ୍ର ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ
Read More...

ପନ୍ତ, ପୁଜାରା, ବିହାରୀ ଓ ଅଶ୍ଵୀନଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ଅମିମାଂସିତ ହେଲା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

ସିଡ୍‌ନି : ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‍ ମ୍ୟାଚ୍‌ ୫ଦିନରେ ଅମୀମାଂସିତ ଭାବେ ଶେଷ ହୋଇଛି। ସୋମବାର ସନ୍ଧ୍ୟା ବେଳେ ଚାଲିଥିବା ପଞ୍ଚମ ଦିନର ଏହି ମ୍ୟାଚ୍‌ରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ସୁନ୍ଦର ବ୍ୟାଟିଙ୍ଗ୍‌
Read More...

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ
Read More...

ଦେଶର ୭ ଟି ରାଜ୍ୟରେ ବାର୍ଡ ଫ୍ଲୁ : ରୋଗ ନିୟନ୍ତ୍ରଣ ପାଇଁ ଅ‌ଣ୍ଟା ଭିଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀର ବିପଦ ମଧ୍ୟରେ ଭାରତରେ ପକ୍ଷୀମାନଙ୍କ ଅସ୍ୱଭାବିକ ମୃତ୍ୟୁ ଆତଙ୍କ ସୃଷ୍ଟି କରିଛି । ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ସୁନିଶ୍ଚିତ ହୋଇଥିଲା ଏବଂ ଅନେକ ରାଜ୍ୟରେ ବଣୁଆ ପକ୍ଷୀ, କାଉ ଏବଂ କୁକୁଡ଼ାଙ୍କ ମୃତ୍ୟୁର କାରଣ ଜଣାପଡୁଛି । ବାର୍ଡ ଫ୍ଲୁ
Read More...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ଦିଦିଙ୍କ ବଡ ବ୍ୟାଟିଂ : ମାଗଣା କରୋନା ଟୀକା ଦେବାକୁ ଘୋଷଣା

କୋଲକାତା : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ରାଜ୍ୟରେ ବଡ଼ ବ୍ୟାଟିଂ କଷିଛ‌ନ୍ତି । ସେ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ମାଗଣା କରୋନା ଭାଇରସ୍ ଟୀକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆଜି ମମତା ବାନାର୍ଜୀ ଏହି
Read More...

କରୋନା ଭାଇରସ୍ : ବ୍ରିଟେନ ସରକାର ଚେତାବନୀ ଦେଇ କହିଛନ୍ତି – ଏମିତି ଭାବେ ରୁହ, ଯେମିତି ତୁମେ କରୋନା ସଂକ୍ରମିତ

ଲଣ୍ଡନ : ବ୍ରିଟେନର ଲୋକଙ୍କୁ ଏପରି ଆଚରଣ କରିବାକୁ କୁହାଯାଉଛି ଯେ, ଯେମିତି ସେମାନେ କରୋନା ସଂକ୍ରମିତ । ଦେଶରେ ବଢ଼ୁଥିବା କୋଭିଡ -୧୯ ମାମଲାର ମୁକାବିଲା ପାଇଁ ଏହା ସରକାରଙ୍କ ଏକ ବିଜ୍ଞାପନ ଅଭିଯାନର ଏକ ଅଂଶ । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ଲୋକମାନେ ଘରେ ରହିବା ଉଚିତ
Read More...

ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଟ୍ରମ୍ପ ଯୋଗଦେବେ ନାହିଁ : ୧୫୨ ବର୍ଷ ପୁରୁଣା ପରମ୍ପରା ଭାଙ୍ଗିବ

ୱାଶିଂଟନ୍ : ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ, ସେ ଜାନୁଆରୀ ୨୦ରେ ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ । କ୍ଷମତାର ଏକ ସୁଗମ, ଶୃଙ୍ଖଳିତ ଏବଂ ନୀରବଚ୍ଛିନ୍ନ ସ୍ଥାନାନ୍ତର ନିଶ୍ଚିତ
Read More...