Browsing Category
ଦେଶ ବିଦେଶ
ଫାଷ୍ଟ ଡେ’ ଫାଷ୍ଟ ସୋ’ରେ କଲା ୩୫ କୋଟିର ରୋଜଗାର, ବକ୍ସ ଅଫିସରେ ଧୁମ ମଚାଇଲା ‘ମାଷ୍ଟର’
ମୁମ୍ବାଇ : ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପଥିଙ୍କ ଅଭିନୀତ ଚଳଚ୍ଚିତ୍ର 'ମାଷ୍ଟର' ପ୍ରଥମ ଦିନରେ ଭାରତରୁ ୩୫ କୋଟି ଟଙ୍କା ରୋଜଗାର କରିଛି । କେବଳ ତାମିଲନାଡ଼ୁରୁ ୨୦ କୋଟି ଟଙ୍କା ରୋଜଗାର୍ କରିଥିବା 'ମାଷ୍ଟର' ରାଜ୍ୟରେ ଗୋଟେ ଦିନରେ ଦ୍ୱିତୀୟ ସର୍ବାଧିକ ଟଙ୍କା ଆୟକାରୀ!-->…
Read More...
Read More...
ଆଜି ଭାରତୀୟ ସେନା ଦିବସ : ସେନାରେ କାର୍ୟ୍ୟରତ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (କେପିଏନ୍ଏସ୍) : ଭାରତୀୟ ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଲେଖିଛନ୍ତି ଯେ, ଭାରତୀୟ ସେନାରେ କାର୍ୟ୍ୟରତ!-->…
Read More...
Read More...
ପାକିସ୍ତାନୀ ସେନାକୁ ବଡ ଧକ୍କା : ୱଜିରିସ୍ତାନରେ ଧମାକା
ଇସଲାମାବାଦ : ପାକିସ୍ତାନର ୱଜିରିସ୍ତାନ ପ୍ରଦେଶରେ ସେନା ଏବଂ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ପାକିସ୍ତାନୀ ସେନା ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜବାବ୍ ହରାଇଛି । ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ଲଗାତାର!-->…
Read More...
Read More...
ମୋଦୀଙ୍କୁ ଆନ୍ନା ହଜାରେଙ୍କ ଚିଠି, କୃଷକମାନଙ୍କ ପାଇଁ ଦିଲ୍ଲୀରେ କରିବେ ଆମରଣ ଅନଶନ
ନୂଆଦିଲ୍ଲୀ : ଏକ ପ୍ରମୁଖ ଜାତୀୟ ଖବରକାଗଜ ଅନୁଯାୟୀ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିଲ୍ଲୀରେ ଆମରଣ ଅନଶନ କରିକୁ ଚେତାବନୀ ଦେଇଛନ୍ତି ।
ଆନ୍ନା ହାଜର ଲେଖିଛନ୍ତି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ସେ!-->!-->!-->…
Read More...
Read More...
ଅବସରପ୍ରାପ୍ତ କ୍ୟାପଟେନ୍ଙ୍କ ପଚାସଢ଼ା ଶବ ମିଳିଲା ଘର ଭିତରେ : ପୁଅ କହିଲା – ବାପା ଏବେ ବି ଶୋଇଛନ୍ତି, ଉଠିଲେ…
ହରିୟାଣା : ଭାରତୀୟ ସେନାର କ୍ୟାପଟେନ ପଦରୁ ଅବସର ନେଇଥିବା ୮୦ ବର୍ଷିୟ ରାମ ସିଂଙ୍କ ପଚାସଢ଼ା ଶବକୁ ହରିୟାଣାର ଯମୁନନଗର ଜିଲ୍ଲାର ଜଗଧାରୀର ହୁଡ଼ା ସେକ୍ଟର- ୧୭ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ଅବସରପ୍ରାପ୍ତ କ୍ୟାପଟେନ ତାଙ୍କ ମାନସିକ ବିକୃତ ପୁଅ ପ୍ରବୀଣ କୁମାରଙ୍କ ସହ ଏଠାରେ ରହୁଥିଲେ!-->…
Read More...
Read More...
ଜାନୁଆରୀ ୧୬ ତାରିଖରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
• ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୦୦୦ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେବ• ପ୍ରତ୍ୟେକ କେନ୍ଦ୍ରରେ ଉଦଘାଟନୀ ଦିବସରେ ପାଖାପାଖି ୧୦୦ ହିତାଧିକାରୀଙ୍କୁ ଟୀକା ଦିଆଯିବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର!-->!-->!-->…
Read More...
Read More...
୩୧ ଜାନୁଆରୀ ୨୦୨୧କୁ ଜାତୀୟ ପୋଲିଓ ଟୀକାଦାନ ଦିବସ ପାଳନ ପାଇଁ ପୁନଃ ତାରିଖ ଧାର୍ଯ୍ୟ : ୩୦ ଜାନୁଆରୀ ୨୦୨୧ରେ ଜାତୀୟ…
ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ ୧୬, ୨୦୨୧ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବ୍ୟାପି ବୃହତ୍ ଟୀକାଦାନ ଅଭିଯାନ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରିବେ । ଏହା ହେଉଛି ବିଶ୍ୱର ସର୍ବବୃହତ୍ ଟୀକାଦାନ କାର୍ୟ୍ୟକ୍ରମ । ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତର!-->…
Read More...
Read More...
ପାକିସ୍ତାନ ସୀମାରେ ଥିବା ସାମ୍ବା ସେକ୍ଟରରେ ଆଉ ଏକ ସୁଡ଼ଙ୍ଗ ମିଳିଲା
ଜାମ୍ମୁ : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାରେ ବିଏସଏଫ କର୍ମଚାରୀମାନେ ଆଉ ଏକ ସୁଡ଼ଙ୍ଗ ଠାବ କରିଛନ୍ତି । ସୀମା ସୁରକ୍ଷା ବାହିନୀ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ସହାୟତାରେ ଆତଙ୍କବାଦୀମାନେ ସୀମାରୁ ଅନୁପ୍ରବେଶ ପାଇଁ ସାମ୍ବା!-->…
Read More...
Read More...
ଶତ୍ରୁ ତଥା ସମଗ୍ର ବିଶ୍ୱକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ସଂଦେଶ : ଦୁନିଆର ବଡ଼ରୁ ବଡ଼ ଶକ୍ତିକୁ ମଧ୍ୟ ଉପଯୁକ୍ତ…
ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ଭେଟେରାନ୍ସ ଦିବସ ଅବସରରେ କହିଛନ୍ତି ଯେ, ଆମର ସୈନିକମାନଙ୍କର କୌଣସି ଶତ୍ରୁକୁ ବି ଉପଯୁକ୍ତ ଉତ୍ତର ଦେବାର ଶକ୍ତି ଅଛି । ସେ କହିଛନ୍ତି, "ଆମେ କାହା ସହ ଲଢ଼ିବାକୁ ଚାହୁଁ ନାହୁଁ, ଆମେ ଶାନ୍ତି ଚାହୁଁ । ଆମେ କାହାର!-->…
Read More...
Read More...
ଏବେ ମୁକ୍ତ ବଜାରରେ ମିଳିବ ନାହିଁ କରୋନା ଟୀକା, କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ
ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଚାଲିଥିବା ବେଳେ ଏବେ କରୋନା ଟୀକା ପହଂଚିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଟୀକାକରଣ ପୂର୍ବରୁ ନୀତି ଆୟୋଗ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ!-->…
Read More...
Read More...