Browsing Category

ଦେଶ ବିଦେଶ

ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି

ଏନସିବି ଏବଂ ରାଜସ୍ଥାନ ପୋଲିସ ଦ୍ବାରା ରାଜସ୍ଥାନର ସିରୋହି ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଗୁପ୍ତ ପରୀକ୍ଷାଗାର ଠାବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ସରକାର ନିଶା ମୁକ୍ତ ଭାରତ ଗଠନ କରିବା ପାଇଁ ନିଶାଦ୍ରବ୍ୟ
Read More...

ଶ୍ରୀ ମୋତିଭାଇ ଆର. ଚୌଧୁରୀ ସାଗର ସୈନିକ ସ୍କୁଲ ଏବଂ ସାଗର ଜୈବିକ କାରଖାନାର ଉଦଘାଟନ କଲେ ଅମିତ ଶାହ

ଦିଲ୍ଲୀ କାର୍ ବିସ୍ଫୋରଣରେ ପୀଡିତ ପରିବାରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମବେଦନାଆତଙ୍କବାଦୀ ଘଟଣା ପାଇଁ ଦାୟୀ ସମସ୍ତଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ନିଶ୍ଚିତ ଭାବେ ପୂରଣ ହେବଦିଲ୍ଲୀ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଦିଆଯିବା ଦଣ୍ଡ ବିଶ୍ୱକୁ
Read More...

ଲାଲ ଚନ୍ଦନର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗକୁ ୨୯.୪୦ ଲକ୍ଷ ଟଙ୍କା ପ୍ରଦାନ କଲା ଏନବିଏ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ଏନବିଏ) ଲାଲ ଚନ୍ଦନ ଗଛର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଉପଲବ୍ଧତା ଏବଂ ଲାଭ ଆବଣ୍ଟନ (ଏବିଏସ) ବ୍ୟବସ୍ଥା ଅଧୀନରେ ଓଡ଼ିଶା ବନ ବିଭାଗକୁ ୨୯.୪୦ ଲକ୍ଷ ଟଙ୍କା ପ୍ରଦାନ କରିଛି । ଏନବିଏ ଭାରତର ସ୍ଥାନୀୟ ଜୈବିକ ସମ୍ପଦର ଦୀର୍ଘସ୍ଥାୟୀ
Read More...

ସରକାର ଅନ୍ତର୍ଜାତୀୟ ବଜାରରେ ଆଦିବାସୀ ଉତ୍ପାଦକୁ ପ୍ରୋତ୍ସାହିତ କରିବେ : କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ

ଆଦିବାସୀ ସମ୍ପ୍ରଦାୟ ସଶକ୍ତିକରଣ ଓ ବିଶ୍ୱସ୍ତରରେ କାରିଗରୀ ପ୍ରଚାର ପାଇଁ ମିଳିତ ପଦକ୍ଷେପର ଆହ୍ୱାନ : ପୀୟୁଷ ଗୋୟଲ"ବନ ଧନ"ରୁ "ବ୍ୟାପାର ଧନ"କୁ ପରିବର୍ତ୍ତନ କରିବାକୁ ଆହ୍ୱାନ କରିଛନ୍ତି ଶ୍ରୀ ଗୋୟଲ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ, ଶ୍ରୀ ପୀୟୁଷ
Read More...

ରପ୍ତାନିକାରୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ସିଜିଏସଇ)କୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

• ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା ପାଇଁ କରିଛି ପରିକଳ୍ପନା• ଏନସିଜିଟିସି ମାଧ୍ୟମରେ ୧୦୦% ଋଣ ଗ୍ୟାରେଣ୍ଟି• ଏମଏସଏମଇ ଏବଂ ଅଣ-ଏମଏସଏମଇ ରପ୍ତାନିକାରୀ ଉଭୟଙ୍କୁ ଲାଭ ପହଞ୍ଚାଇବ• ସିଜିଏସଇ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନଗଦ ଉପଲବ୍ଧତା, ବଜାର ବିବିଧତା,
Read More...

ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ୧୦ ନଭେମ୍ବର ୨୦୨୫ ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଏକ ଆତଙ୍କବାଦୀ କାର ବିସ୍ଫୋରଣ ଘଟଣାରେ ପ୍ରାଣହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛି । ଏଥିରେ ଜୀବନ ହରାଇଥିବା
Read More...

ଭାରତର ରପ୍ତାନି ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ୨୫,୦୬୦ କୋଟି ଟଙ୍କା ବ୍ୟୟବରାଦ ସହ ରପ୍ତାନି ପ୍ରୋତ୍ସାହନ ମିଶନକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରପ୍ତାନି ପ୍ରୋତ୍ସାହନ ମିଶନ (ଇପିଏମ)କୁ ଅନୁମୋଦନ କରିଛି । ଏହା ଭାରତର ରପ୍ତାନି ପ୍ରତିଯୋଗିତାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ଘୋଷଣା କରାଯାଇଥିବା ଏକ
Read More...

ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂଟାନ ଗସ୍ତ ସମ୍ପର୍କରେ ମିଳିତ ପ୍ରେସ ବିଜ୍ଞପ୍ତି

ନୂଆଦିଲ୍ଲୀ, (ପିଆଇବି) : ଭୂଟାନର ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୧ରୁ୧୨ ପର୍ଯ୍ୟନ୍ତ ଦୁଇ ଦିନିଆ ଭୂଟାନ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ୧୧ ନଭେମ୍ବର ୨୦୨୫ରେ ଚାଙ୍ଗଲିମିଥାଙ୍ଗରେ
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ଦିବସ’ ପାଳିତ

ଭୁବନେଶ୍ୱର, (ପିଆଇବି) : ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମବାର୍ଷିକୀ ଅବସରରେ ଚଳିତବର୍ଷ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ପକ୍ଷରୁ ‘ଜାତୀୟ ଶିକ୍ଷା ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏହା ଛାତ୍ରଛାତ୍ରୀମାନଙ୍କୁ ନବୀନ ଏବଂ ଉଦୀୟମାନ ଶିକ୍ଷାଗତ
Read More...

ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରି ବିସ୍ଫୋରଣ ପୀଡିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଷଡ଼ଯନ୍ତ୍ର ପଛରେ ଥିବା ଲୋକଙ୍କୁ ଉଚିତ ଶାସ୍ତି ଦିଆଯିବ ବୋଲି ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରି ସମ୍ପ୍ରତି ଘଟିଥିବା ବିସ୍ଫୋରଣ ଘଟଣାରେ ଆହତମାନଙ୍କୁ ଭେଟିଛନ୍ତି । ସେ
Read More...