Browsing Category
ଦେଶ ବିଦେଶ
ନଭେମ୍ବର ୭ରେ ମହାରାଷ୍ଟ୍ରରେ ପହଞ୍ଚିବ ଭାରତ ଯୋଡୋ ଯାତ୍ରା
ମୁମ୍ବାଇ : ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ଅଭିଯାନ ଜାରି ରହିଛି । ରବିବାର ଏହି ଯାତ୍ରା ତେଲେଙ୍ଗାନାରେ ପ୍ରବେଶ କରିଛି । ଏହି ରାଜ୍ୟରେ ପହଞ୍ଚିବା ପରେ ତେଲେଙ୍ଗାନାର କଂଗ୍ରେସ ନେତାମାନେ ତେଲେଙ୍ଗାନା ଓ କର୍ନାଟକ ସୀମାରେ ରାହୁଲ ଗାନ୍ଧୀଙ୍କୁ!-->…
Read More...
Read More...
ଦୀପାବଳୀରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ
ଶ୍ରୀନଗର : ସାରା ଦେଶରେ ଦୀପାବଳୀ ପର୍ବ ବହୁ କୁସିରେ ପାଳନ କରାଯାଉଛି । ଗତ ୨ବର୍ଷ ହେଲା କରୋନା ଯୋଗୁଁ କୌଣସି ପର୍ବ ଧୁମ୍ଧାମ୍ରେ ପାଳନ କରାଯାଇନାହିଁ । କରୋନା ବିପଦ କମି ନଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ କଟକଣା କୋହଳ ହୋଇଛି । ଫଳରେ ଚଳିତ ବର୍ଷ ଲୋକଙ୍କ ମନରେ!-->…
Read More...
Read More...
ଦୀପାବଳୀରେ ଯବାନଙ୍କ ସହ ବନ୍ଦେ ମାତରମ୍ ଗୀତରେ ଝୁମିଲେ ମୋଦୀ
କାର୍ଗିଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଯବାନମାନଙ୍କ ସହ କାର୍ଗିଲରେ ଦୀପାବଳୀ ପାଳନ କରିଛନ୍ତି । ସେନାଙ୍କୁ ମିଠା ଖୁଆଇବା ସହ ସେନାଙ୍କ ମଝିରେ ସହ ଠିଆ ହୋଇ ବନ୍ଦେ ମାତରମ୍ ଗୀତରେ ଝୁମିଥିଲେ । ଗତ ଆଠ ବର୍ଷ ଧରି କାର୍ଗିଲରେ ଯବାନଙ୍କ ସହ ଦୀପାବଳୀ ପାଳି ଆସୁଛନ୍ତି ମୋଦୀ!-->…
Read More...
Read More...
ଦେଶବ୍ୟାପୀ ପାଳିତ ହେଲା ୭ମ ଆୟୁର୍ବେଦ ଦିବସ
ଆୟୁଷ କ୍ଷେତ୍ରରେ ସହଯୋଗ ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାଆୟୁଷ ମନ୍ତ୍ରଣାଳୟର ‘ଆଇ ସପୋର୍ଟ ଆୟୁର୍ବେଦ’ ଅଭିଯାନକୁ ୧.୭ କୋଟିରୁ ଅଧିକ ଲୋକଙ୍କର ସମର୍ଥନ
ନୂଆଦିଲ୍ଲୀ, (ପିଆଇବି) : ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଆଜି ୭ମ ଆୟୁର୍ବେଦ ଦିବସ!-->!-->!-->…
Read More...
Read More...
ମଧ୍ୟପ୍ରଦେଶରେ ୪.୫ ଲକ୍ଷରୁ ଉର୍ଦ୍ଧ୍ୱ ପିଏମଏୱାଇ-ଜି ହିତାଧିକାରୀଙ୍କ “ଗୃହ ପ୍ରବେଶ” ରେ ଅଂଶଗ୍ରହଣ କଲେ…
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଧନତେରାସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ସତନା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ ଅନ୍ତର୍ଗତ ପ୍ରାୟ ୪.୫୧ ଲକ୍ଷ ହିତାଧିକାରୀଙ୍କ ‘ଗୃହ ପ୍ରବେଶ’ ରେ ଅଂଶଗ୍ରହଣ କରିଥିଲେ ।
ଏହି!-->!-->!-->…
Read More...
Read More...
ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଦେଶବ୍ୟାପୀ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପ୍ରକିୟା ଆରମ୍ଭ“ ଆମର କର୍ମଯୋଗୀ ମାନଙ୍କର ଉଦ୍ୟମ ଯୋଗୁଁ ସରକାରୀ ବିଭାଗ ଗୁଡିକର ଦକ୍ଷତା ବୃଦ୍ଧି ପାଇଛି ”ଗତ ୮ ବର୍ଷ ମଧ୍ୟରେ କରା ଯାଇଥିବା ସଂସ୍କାର ଗୁଡିକ ଯୋଗୁଁ ଆଜି ଭାରତ ହେଉଛି ବିଶ୍ୱର ପଂଚମ ବୃହତ୍ତମ ଅର୍ଥନୀତି“ପୂର୍ବରୁ!-->…
Read More...
Read More...
ପୁରୁଣା ପେନ୍ସନ ଯୋଜନା ଲାଗୁକଲେ ପଞ୍ଜାବ ସରକାର
ଚଣ୍ଡିଗଡ଼ : ଆମ୍ ଆଦ୍ମୀ ପାର୍ଟି (ଏଏପି) ସରକାର ପଞ୍ଜାବର ସରକାରୀ କର୍ମଚାରୀମାନଙ୍କ ପାଇଁ ଦୀପାବଳୀ ଭେଟି ସ୍ୱରୂପ ପୁରୁଣା ପେନ୍ସନ ଯୋଜନା ପୁନର୍ବାର କାର୍ଯ୍ୟକାରୀ କରିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ କ୍ୟାବିନେଟରେ ନୀତିଗତ ନିଷ୍ପତ୍ତି ନିଆଯାଇଥିବା!-->…
Read More...
Read More...
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ୫ ମୃତ
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାରେ ଶୁକ୍ରବାର ଭାରତୀୟ ସେନାର ଲଢ଼ୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ଏଚ୍ଏଏଲ୍) ନିର୍ମିତ!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୪ ମୃତ, ୩୫ ଗୁରୁତର
ଭୋପାଳ : ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ!-->…
Read More...
Read More...
ଆମେରିକାରେ ଗୁଳିକାଣ୍ଡ : ୨ ମୃତ, ପୋଲିସ ଅଧିକାରୀ ଆହତ
ୱାଶିଂଟନ : ଆମେରିକାରେ ଆଖିବୁଜା ଗୁଳି ଚାଳନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆମେରିକାର ରାଜଧାନୀ ୱାଶିଂଟନରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବାସହ ଜଣେ ପୋଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣ!-->…
Read More...
Read More...