Browsing Category
ଦେଶ ବିଦେଶ
ପ୍ରାଦେଶିକ ସେନା ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ପ୍ରସ୍ତାବକୁ ମଞ୍ଜୁର କଲେ ପ୍ରତିରକ୍ଷା…
ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂଗଠନାତ୍ମକ ଆବଶ୍ୟକତା ଅନୁରୂପ ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମୀ (ଟିଏ)ର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ!-->!-->!-->…
Read More...
Read More...
ଭାରତୀୟ ବାୟୁ ସେନା ସି-୧୭ ବିମାନ ମାଧ୍ୟମରେ ସୁଦାନରୁ ସାମରିକ ଉଦ୍ଧାର ଅଭିଯାନ ଅନ୍ତର୍ଗତ ପ୍ରାୟ ୨୪ ଘଣ୍ଟାର…
ନୂଆଦିଲ୍ଲୀ, (ପିଆଇବି) : ୦୩ - ୦୪ ମେ' ୨୩ର ମଧ୍ୟରାତ୍ରିରେ, ହିନ୍ଦାନରୁ ବିମାନ ଚଳାଚଳ କରୁଥିବା ଏକ ଭାରତୀୟ ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ବିମାନ ରାତିସାରା ଉଡ଼ାଣ କରି ସାଉଦି ଆରବର ଜେଦାଠାରେ ଅବତରଣ କରିବାକୁ ଯାଇଥିଲା । ଏହି ବିମାନଟି ଯୁଦ୍ଧ ପ୍ରପୀଡ଼ିତ ସୁଦାନ ଦେଇ ଭାରତକୁ ଫେରିବା!-->…
Read More...
Read More...
ୟୁପିରେ ଆଉ ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି
ଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନାକୁ ୟୁପିର ମିରଟରେ ଏସ୍ଟିଏଫ୍ ଏନ୍କାଉଣ୍ଟର କରିଥିବା ଜଣାପଡିଛି । ଅନୀଲ ଦୁଜାନା ନାମରେ ୬୦ରୁ ଅଧିକ ମାମଲା ଥିବା ନେଇ ସୂଚନା ମିଳିଛି ।
Read More...
Read More...
ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ : ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ
ଡିଏଫ୍ପିଡି ପକ୍ଷରୁ ହିତାଧିକାରୀଙ୍କ ସହ ଏକ ବୈଠକରେ ଖାଇବା ତେଲର ସମୀକ୍ଷା କରାଯାଇଛି
ଦିଲ୍ଲୀ, (ପିଆଇବି) : ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ ବୋଲି ଡିଏଫପିଡି ସଚିବ ସଞ୍ଜୀବ ଚୋପ୍ରା ଆଜି ଏଠାରେ ଅଗ୍ରଣୀ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକରେ କହିଛନ୍ତି!-->!-->!-->…
Read More...
Read More...
ଉତ୍ତରପ୍ରଦେଶ ଠାରେ ଆସନ୍ତାକାଲି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୨ର ଲୋଗୋ, ମାସ୍କଟ, ଜର୍ସି ଏବଂ ସଂଗୀତ ଲଂଚ…
ରାଜ୍ୟର ରାଜଧାନୀ ଲକ୍ଷ୍ନୌ ବ୍ୟତୀତ ବାରଣାସୀ, ନୋଏଡା ଏବଂ ଗୋରଖପୁର ଠାରେ ଏହି ଖେଳ ଅନୁଷ୍ଠିତ ହେବ
ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମେ’ ୫ ତାରିଖରେ ଲକ୍ଷ୍ନୌର ଗୋମତି ନଗର ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଖେଲୋ!-->!-->!-->…
Read More...
Read More...
ବାରାମୁଲାରେ ସେନା-ଆତଙ୍କବାଦୀ ଗୁଳି ବିନିମୟ : ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର : ଜାମ୍ମୁ କାଶ୍ମୀରର ବାରାମୁଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଗୁରୁବାର ଭୋରରୁ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଆପତ୍ତିଜନକ ସାମଗ୍ରୀ, ଗୋଟିଏ ଏକେ-୪୭ ବନ୍ଧୁକ,!-->…
Read More...
Read More...
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ
• ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି• କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦%!-->…
Read More...
Read More...
ଅଙ୍ଗ ଦାନ ନୀତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ
ଅନ୍ତର୍ଜାତୀୟ ମାନଦଣ୍ଡରୁ ଶିକ୍ଷା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିଆଗାମୀ ଦିନରେ ଆସିବ ଦୂରଦୃଷ୍ଟି ସମ୍ପନ୍ନ ଗଠନମୂଳକ ସଂସ୍କାରସମଗ୍ର ଦେଶରେ ଅଙ୍ଗ ପ୍ରତିରୋପଣ ସଂଖ୍ୟାରେ ତିନିଗୁଣା ବୃଦ୍ଧି୨୦୧୩ରେ ୫୦୦୦ରୁ ବୃଦ୍ଧିପାଇ ୨୦୨୨ରେ ୧୫୦୦୦ରୁ ଅଧିକ ହୋଇଛି
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...
କୋଭିଡ-୧୯ ର ମୁକାବିଲା ଲାଗି ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟାର ସ୍ଥିତି ସମୀକ୍ଷା ପାଇଁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ…
ଉପଜିଲ୍ଲା ସ୍ତର ପର୍ଯ୍ୟନ୍ତ ହସ୍ପିଟାଲ୍ ଭିତ୍ତିଭୂମିର କାର୍ଯ୍ୟକ୍ଷମ ପ୍ରସ୍ତୁତି ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତିରାଜ୍ୟମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସଠିକ୍ ତଥ୍ୟ ପ୍ରଦାନ କରିବା, ସଜାଗ ରହିବା ଏବଂ କୋଭିଡ-୧୯ ସ୍ଥିତିକୁ ନିୟମିତ ଯାଞ୍ଚ କରିବାର ଆବଶ୍ୟକତା!-->…
Read More...
Read More...
ଭୁବନେଶ୍ୱର ଠାରେ ଆସନ୍ତା ୨୭-୨୮ ତାରିଖରେ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ
• ଏପ୍ରିଲ ୨୩-୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ• ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ପୂର୍ବରୁ ବର୍ତ୍ତମାନ ରାଜ୍ୟରେ ଆୟୋଜିତ ହେଉଛି ମାସେବ୍ୟାପୀ ଜନ ଭାଗିଦାରୀ କାର୍ଯ୍ୟକ୍ରମ• ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ୮୬ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ!-->…
Read More...
Read More...