Browsing Category
ଦେଶ ବିଦେଶ
ତେଲଙ୍ଗାନାର ୱାରାଙ୍ଗଲରେ ପ୍ରାୟ ୬୧୦୦ କୋଟି ଟଙ୍କା ମୂଲ୍ୟର ଅନେକ ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର…
୧୭୬ କିଲୋମିଟର ଦୈର୍ଘ୍ୟ ୫୫୫୦ କୋଟିରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିକାଜିପେଟରେ ୫୦୦ କୋଟିରୁ ଅଧିକ ମୂଲ୍ୟର ରେଲୱେ ଉତ୍ପାଦନ ୟୁନିଟ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିଭଦ୍ରକାଳୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିଛନ୍ତିତେଲୁଗୁ!-->…
Read More...
Read More...
ବିଦାୟ ମୋଡ଼ରେ ରାଜସ୍ଥାନ ସରକାର, ମନ୍ତ୍ରୀ ଓ ବିଧାୟକମାନେ ସରକାରୀ ଘର ଖାଲି କରୁଛନ୍ତି : ବିକାନେର ସମାବେଶରେ…
ବିକାନେର : ରାଜସ୍ଥାନର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏଥର ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଛି କଂଗ୍ରେସକୁ । ଏହି କ୍ରମରେ ରାଜ୍ୟର ବିକାନେରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ବେଳେ!-->…
Read More...
Read More...
୧୭,୦୦୦ କର୍ମଜୀବୀଙ୍କୁ ଭିଆର୍ – ଆଧାରିତ ସୁରକ୍ଷା ଏବଂ ପରିଚାଳନା ପ୍ରଶିକ୍ଷଣ ପ୍ରଦାନ କରିବ ମହାନଦୀ…
ଦକ୍ଷତା ବିକାଶ ପାଇଁ ୬.୫ କୋଟି ଟଙ୍କା ଖର୍ଚ୍ଚ ହେବଏମ୍ସିଏଲ୍ ୨୦୨୨-୨୩ ରେ ୧୯୩ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି
ଦିଲ୍ଲୀ, (ପିଆଇବି) : ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ୨୦୨୬ ସୁଦ୍ଧା ଏହାର ୧୭,୦୦୦ କର୍ମଜୀବୀଙ୍କୁ ସୁରକ୍ଷା ଏବଂ ପରିଚାଳନା ତାଲିମ ପ୍ରଦାନ କରିବା!-->!-->!-->…
Read More...
Read More...
ରୁଷ-ୟୁକ୍ରେନ ଯୁଦ୍ଧ ୫୦୦ ଦିନ ସମାପ୍ତ କରିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ ପିଲାଙ୍କ ସମେତ ୯୦୦୦ ଲୋକଙ୍କ ପ୍ରାଣହାନୀ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତି ସରିଲାଣି । ୟୁକ୍ରେନରେ ରୁଷର ଯୁଦ୍ଧ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ମିଳିତ ଜାତିସଂଘ ନିନ୍ଦା କରିଛି । ମିଳିତ ଜାତିସଂଘ କହିଛି ଯେ, ଏହି ଯୁଦ୍ଧ ୫୦୦ ଦିନରୁ ଅଧିକ ସମୟ ଧରି ଚାଲିଛି ଏବଂ ଏହି ବିବାଦର କୌଣସି!-->…
Read More...
Read More...
ଏସି ଟ୍ରେନ୍ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ
• ଅନୁଭୂତି ଓ ଭିଷ୍ଟାଡୋମ୍ କୋଚ୍ ସମେତ ଏସି ଯାତ୍ରା ସୁବିଧା ଥିବା ସବୁ ଟ୍ରେନର ଏସି ଚେୟାର କାର୍ ଏବଂ ଏଗ୍ଜିକ୍ୟୁଟିଭ୍ ଶ୍ରେଣୀରେ ମିଳିବ ରିହାତି• ମୂଳ ଭଡ଼ା ଉପରେ ସର୍ବାଧିକ 25% ପର୍ଯ୍ୟନ୍ତ ରିହାତି ସୁବିଧା• ଅନ୍ୟାନ୍ୟ ପ୍ରଯୁଜ୍ୟ ଶୁଳ୍କ ପୃଥକ ଭାବେ ଲାଗୁ ହେବ• ବିଗତ 30 ଦିନ ମଧ୍ୟରେ!-->…
Read More...
Read More...
ଉତ୍ତରପ୍ରଦେଶର ଗୋରଖପୁରରେ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥର ଉନ୍ମୋଚନ କରିଛନ୍ତିଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରିଛନ୍ତି“ଗୀତା ପ୍ରେସ୍ କେବଳ ପ୍ରିଣ୍ଟିଂ ପ୍ରେସ୍ ନୁହେଁ ବରଂ ଜୀବନ୍ତ ବିଶ୍ୱାସ”“ବାସୁଦେବ ସର୍ବମ ଅର୍ଥାତ ବାସୁଦେବ ହିଁ ସବୁ କିଛି”“୧୯୨୩ ମସିହାରେ ଗୀତା ପ୍ରେସ୍ ଆକାରରେ ପ୍ରଜ୍ଜ୍ଵଳିତ ହୋଇଥିବା!-->…
Read More...
Read More...
ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ୟୁନେସକ୍ୟାପ୍ ବିଶ୍ୱ ସର୍ବେକ୍ଷଣରେ ଭାରତର ଚମତ୍କାର ପ୍ରଦର୍ଶନ
• ୨୦୨୧ରେ ୯୦.୩୨% ତୁଳନାରେ ୨୦୨୩ରେ ୯୩.୫୫%ର ପ୍ରଭାବୀ ସ୍କୋର ସହିତ ବିଶ୍ୱ ବାଣିଜ୍ୟ ସୁବିଧା ପ୍ରଦାନ ପ୍ରୟାସରେ ଭାରତ ଅଗ୍ରଣୀ• ଟୁରାଣ୍ଟ କଷ୍ଟମ୍ସ, ବାଣିଜ୍ୟ ସୁବିଧା ପ୍ରଦାନ ପାଇଁ ସିଙ୍ଗଲ ୱିଣ୍ଡୋ ଇଣ୍ଟରଫେସ୍ (ସ୍ୱିଫ୍ଟ), ତଥ୍ୟ ପ୍ରକ୍ରିୟାକରଣର ପ୍ରାକ୍ ଆଗମନ, ଇ-ସଞ୍ଚିତ୍ ଭଳି ଭାରତୀୟ!-->…
Read More...
Read More...
ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ…
୫ ଟି ଜାତୀୟ ରାଜପଥ ପ୍ରକଳ୍ପର ଉତ୍ସର୍ଗ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି୧୦୩ କିଲୋମିଟର ଦୈର୍ଘ୍ୟ ରାୟପୁର - ଖରିଆର ରୋଡ ରେଳଲାଇନର ଦୋହରୀକରଣ ଏବଂ କେଓଟି - ଅନ୍ତାଗଡକୁ ସଂଯୋଗ କରୁଥିବା ୧୭ କିଲୋମିଟର ଦୈର୍ଘ୍ୟ ନୂଆ ରେଳ ଲାଇନକୁ ଉତ୍ସର୍ଗ କରିଛନ୍ତିକୋରବା ଠାରେ ଭାରତୀୟ ତୈଳ!-->…
Read More...
Read More...
ଦୁର୍ବ୍ୟବହାରର ଶିକାର ହୋଇଥିବା ପୀଡ଼ିତଙ୍କୁ ଭେଟିଲେ ସିଏମ୍ ଶିବରାଜ, ପାଦ ଧୋଇଲେ
ଭୋପାଳ : ମଧ୍ୟପ୍ରଦେଶରେ ଜଣେ ନୀରିହଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ଜେଲକୁ ପଠାଇବା ସହିତ ତାଙ୍କ ବେଆଇନ ଭାବେ ନିର୍ମିତ ଘର ଉପରେ ବୁଲଡୋଜର ଲଗାଇ ଦିଆଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନହାନ ଗୁରୁବାର ଏହି ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ!-->…
Read More...
Read More...
୫ ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ଯୋଜନା’’ ଘୋଷଣା କଲା…
• ୧୩ ଜୁନ୍, ୨୦୨୩ରେ ଅନୁଷ୍ଠିତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ, ଶ୍ରୀ ଅମିତ ଶାହା ଏହି ଯୋଜନାର ଘୋଷଣା କରିଥିଲେ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳୀ!-->…
Read More...
Read More...