Browsing Category
ଦେଶ ବିଦେଶ
କାଉଣ୍ଟଡାଉନ ଆରମ୍ଭ : କାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩
ନୂଆଦିଲ୍ଲୀ : କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଫାଇନାଲ ଟଚ୍ ଦେବାରେ ଲାଗିଛି ଇସ୍ରୋ । ଫୋକସରେ ସଫଳ ଲ୍ୟାଣ୍ଡିଂ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବାକୁ ପଦକ୍ଷେପ ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଉଛି ।
Read More...
Read More...
ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିଲେ ମୋଦୀ । ବାଷ୍ଟିଲ ଡେ' ପରେଡ୍ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଭାରତର ୩ ସେନା!-->…
Read More...
Read More...
ଟ୍ରକକୁ ଧକ୍କା ଦେଲା କାର, ଅଢେଇ ଟନ୍ ଟମାଟୋ ଲୁଟି ନେଇ ଫେରାର୍ ହୋଇଗଲେ କାର୍ ଆରୋହୀ
ବେଙ୍ଗାଲୁରୁ : କର୍ଣ୍ଣାଟକ ଠାରେ ଟ୍ରକରୁ ଟମାଟୋ ଚୋରିର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଅଛି । ଟମାଟୋ ନେଇ ଯାଉଥିବା ଏକ ଟ୍ରକକୁ ଗୋଟିଏ କାର ଧକ୍କା ଦେଇଥିଲା । ଆଉ ଦୁର୍ଘଟଣା ପରେ କାରରେ ଥିବା ଯୁବକମାନେ ଟ୍ରକରୁ ଅଢେଇ ଟନ୍ ଟମାଟୋ ନେଇ ଫେରାର୍ ହୋଇଯାଇଛନ୍ତି । ପୁଲିସ ଠାରୁ ମିଳିଥିବା!-->…
Read More...
Read More...
୨୦୨୫ ଜାନୁଆରୀ ପହିଲାରୁ ନିର୍ମାଣ ହେବାକୁ ଥିବା ଏନ୨ ଓ ଏନ୩ ମୋଟର ଯାନ କ୍ୟାବିନରେ ଏୟାର କଣ୍ଡିସନ ଲଗାଇବା…
• ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ, (ପିଆଇବି) : ଆଗାମୀ ୨୦୨୫ ଜାନୁଆରୀ ପହିଲା ପରେ ନିର୍ମାଣ ହେବାକୁ ଥିବା ଏନ୨ ଓ ଏନ୩ ବର୍ଗର ମୋଟର ଯାନ କ୍ୟାବିନରେ ବାତାନୁକୂଳିତ ବା ଏୟାର କଣ୍ଡିସନ ସିଷ୍ଟମ ସଂଯୋଗ କରିବା ବାଧ୍ୟତାମୂଳକ ହେବ । ଏ!-->!-->!-->…
Read More...
Read More...
ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା
ଫକୀରମୋହନ ବିଶ୍ଵବିଦ୍ୟାଳୟ ଅବିଭକ୍ତ ବାଲେଶ୍ୱର ବାସୀଙ୍କଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ : ଧର୍ମେନ୍ଦ୍ର ପ୍ରଧାନ• ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ• ବାଲେଶ୍ୱର ଜିଲ୍ଲା ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଉତ୍କଳ!-->…
Read More...
Read More...
ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜନିତ କାରଣ ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜନିତ କାରଣ ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୭ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣଙ୍କର ପାଣିରେ ବୁଡ଼ି ଏବଂ ଅନ୍ୟ ୫ ଜଣଙ୍କର ବର୍ଷା ଯୋଗୁଁ ମୃତ୍ୟୁ ହୋଇଛି ।!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ, ୨ ଆହତ
ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି ବଡ଼ ଧରଣର ସଡ଼କ ଦୁର୍ଘଟଣା । ସ୍କୁଲ ବସ୍ ଓ କାର ମୁହାଁମୁହିଁ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।!-->…
Read More...
Read More...
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ, (ପିଆଇବି) : ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ୩୧ ଜୁଲାଇ ୨୦୨୩ ରୁ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି ।
ସାଧାରଣ ଜନତାଙ୍କୁ ସୂଚନା ଦିଆଯାଉଛି ଯେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍!-->!-->!-->…
Read More...
Read More...
ଚଳିତ ସପ୍ତାହରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ
● ଚନ୍ଦ୍ର ପୃଷ୍ଠରେ ମହାକାଶଯାନ ଅବତରଣ କରାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ମହାକାଶ କ୍ଷେତ୍ରରେ ଏତେ ବ୍ୟାପକ ପ୍ରଗତି ପରେ ଭାରତ ଚନ୍ଦ୍ର ଦିଗରେ ଅଭିଯାନ ଆରମ୍ଭ କରିବା ଲାଗି ଆଉ ଅପେକ୍ଷା କରିପାରିବ ନାହିଁ : କେନ୍ଦ୍ର!-->…
Read More...
Read More...
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନୀ ହିଂସା, ୧୮ ମୃତ
କୋଲକାତା : ପଶ୍ଚିମବଙ୍ଗରେ ପଞ୍ଞ୍ଚାରୟତ ନିର୍ବାଚନ ବେଳେ ହିଂସା ଦେଖିବାକୁ ମିଳିଛି । ଶନିବାର ଦିନ ବ୍ୟାପକ ହିଂସା ଭିତରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ହିଂସା ଯୋଗୁଁ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୦ ଜଣ!-->…
Read More...
Read More...