Browsing Category

ଦେଶ ବିଦେଶ

ବେଙ୍ଗାଲୁରୁ ଠାରେ ସାଧାରଣ ସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି“ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ ଅପ୍ ହବ ଏବଂ ବେଙ୍ଗାଲୁରୁର ଉତ୍ସାହ ହିଁ ଦେଶକୁ ବିଶ୍ୱର ଅନ୍ୟ ମାନଙ୍କ ଠାରୁ ଭିନ୍ନ କରାଇଥାଏ”“ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଏକ ପ୍ରତୀକ, ଯାହା ବର୍ତ୍ତମାନ
Read More...

ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ ୨ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ଯେଉଁଠାରେ ତାଙ୍କୁ ଟର୍ମିନାଲ୍
Read More...

ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ : ୧ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଶୋପିଆଁରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅକ୍ଟୋବର ମାସରେ ଶୋପିଆଁର କାପରେନ ଚୌଧୁରୀଗୁଣ୍ଡ ଠାରୁ କିଛି କି.ମି ଦୂରରେ କାଶ୍ମୀର ପଣ୍ଡିତ ପୂରନ କୃଷ୍ଣ ଭଟ୍ଟଙ୍କୁ
Read More...

ମିଲେଟ (ମୋଟା ଶସ୍ୟ) ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କର କାର୍ଯ୍ୟ ଯୋଜନା ପ୍ରସ୍ତୁତ

ଦିଲ୍ଲୀ, (ପିଆଇବି) : ପୁଷ୍ଟିକର ଖାଦ୍ୟ ରପ୍ତାନି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏହାର ସର୍ବୋଚ୍ଚ କୃଷି ରପ୍ତାନି ପ୍ରୋତ୍ସାହନ ସଂସ୍ଥା, କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ (ଏପିଇଡିଏ) ମାଧ୍ୟମରେ ଡିସେମ୍ବର
Read More...

ଭାରତର ଜି-୨ଠ ନେତୃତ୍ୱ ପାଇଁ ଲୋଗୋ, ଥିମ ଏବଂ ୱେବସାଇଟର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର,ମୋର ପ୍ରିୟ ଦେଶବାସୀ ଏବଂ ବିଶ୍ୱ ସମୁଦାୟର ସମସ୍ତ ପରିବାରଗଣ, କିଛି ଦିନ ପରେ, ଡିସେମ୍ବର ପହିଲାରୁ ଭାରତ, ଜି-୨ଠର ଅଧ୍ୟକ୍ଷତା କରିବ । ଭାରତ ପାଇଁ ଏହା ଏକ ଐତିହାସିକ ଅବସର ଅଟେ । ଆଜି ଏହି ସଂଦର୍ଭରେ ଏହି ସମ୍ମିଳନୀର ୱେବସାଇଟ, ଥିମ ଏବଂ ଲୋଗୋକୁ
Read More...

୧୦୦ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଅଗ୍ରସର ଭାରତୀୟ ରେଳ

ଭାରତୀୟ ରେଳ ମୋଟ୍ ବ୍ରଡଗେଜ୍ ନେଟୱର୍କର ୮୨ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛିଏପ୍ରିଲ୍- ଅକ୍ଟୋବର ୨୦୨୨ ମଧ୍ୟରେ ୧୨୨୩ ରୁଟ୍ କିଲୋମିଟର (ଆରକେଏମ୍) ର ବିଦ୍ୟୁତିକରଣ କରାଯାଇଛିବିଦ୍ୟୁତିକରଣର ପରିଣାମସ୍ବରୂପ ଇନ୍ଧନ ଶକ୍ତିର ଉନ୍ନତ ବ୍ୟବହାର ନୂଆଦିଲ୍ଲୀ, (ପିଆଇବି) :
Read More...

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ପୂର୍ବ ଭାରତରେ ଭୂକମ୍ପର ଝଟକା । ଅରୁଣାଚଳ ପ୍ରଦେଶରେ ଗୁରୁବାର ସକାଳେ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଜଣାପଡିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଅରୁଣାଚଳ ପ୍ରଦେଶର
Read More...

ଡିଜି ଲକରରେ ବର୍ତ୍ତମାନ ସ୍ୱାସ୍ଥ୍ୟ ରେକର୍ଡ ରଖି ତାହାକୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ (ଏବିଏଚଏ) ସହ ସଂଯୋଗ…

ନୂଆଦିଲ୍ଲୀ, (ପିଆଇବି) : ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ (ଏବିଡିଏମ) ସମ୍ପନ୍ନ କରିଛି । ଡିଜିଲକର ପ୍ଲାଟଫର୍ମ ଏଣିକି
Read More...

ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ : ୫ ମୃତ, ୧୦ ଗୁରୁତର

ନୂଆଦଲ୍ଲୀ : ତାମିଲନାଡୁର ମଦୁରାଇ ଜିଲ୍ଲାର ଏକ ଘରୋଇ ବାଣ କାରଖାନାରେ ନିଆଁ ଲାଗି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ମଦୁରାଇର ଏସ୍‌ପି ଏହି ଦୁର୍ଘଟଣା ଉପରେ ନିଶ୍ଚିତ କରିଛନ୍ତି । ଏହି ଘଟଣା ମଦୁରାଇ ଜିଲ୍ଲାର
Read More...

ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ଦୁଇ ବସ୍ ମୁହାଁମୁହିଁ ଧକ୍କା : ୩ ମୃତ, ୧୭ ଆହତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା । ଜମ୍ମୁ-କାଶ୍ମୀର ସାମ୍ୱା ଜିଲ୍ଲା ଜମ୍ମୁ-ପଠାନକୋଟ ଜାତୀୟ ରାଜପଥ ନିକଟରେ ଗତ ବୁଧବାର ରାତିରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ
Read More...