Browsing Category
ଦେଶ ବିଦେଶ
କୋଭିଡ-୧୯ ଅପ୍ଡେଟ୍
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତକୁ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା କୋହଳ ହେଲା
ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟିକାଦାନ କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧିକୁ ବିଚାରକୁ ନେଇ କେନ୍ଦ୍ର!-->!-->!-->…
Read More...
Read More...
ପୋର୍ଟବ୍ଲେୟାର ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ପୋର୍ଟବ୍ଲେୟାର ନୂତନ ରହଣିସ୍ଥଳ ଭବନ ଯାତ୍ରା ସୁବିଧା ଏବଂ ବ୍ୟବସାୟ ଓ ସଂଯୋଗୀକରଣକୁ ସୁଗମ କରିବଅନ୍ତର୍ଭୁକ୍ତୀକରଣର ଏକ ନୂତନ ମଡେଲ ଭାରତକୁ ଆସିଛି । ଏହି ମଡେଲ ହେଉଛି ‘ସବକା ସାଥ ସବକା ବିକାଶଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିକାଶ ଦେଶର ଯୁବଶକ୍ତି ନିମନ୍ତେ ଏକ ପ୍ରେରଣାର ଉତ୍ସ!-->…
Read More...
Read More...
ଆଜି ନୂଆଦିଲ୍ଲୀରେ ସିଆରସିଏସ୍ – ସାହାରା ରିଫଣ୍ଡ ପୋର୍ଟାଲ
https://mocrefund.crcs.gov.in/ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା-ସାହାରା ଗ୍ରୁପ୍ ର ସମବାୟ ସମିତି- ସାହାରା କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରାୟାନ୍ ୟୁନିଭର୍ସାଲ୍ ମଲ୍ଟିପର୍ପୋସ୍ ସୋସାଇଟି ଲିମିଟେଡ୍, ହମାରା ଇଣ୍ଡିଆ କ୍ରେଡିଟ୍!-->…
Read More...
Read More...
ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ : କୋଇଲା ମନ୍ତ୍ରଣାଳୟ
ପାୱାର ପ୍ଲାଣ୍ଟରେ କୋଇଲା ଷ୍ଟକ୍ ୨୮% ବୃଦ୍ଧି ପାଇ ୩୩.୪୬ ନିୟୁତ ଟନ୍ ଛୁଇଁଲାଭାରତୀୟ ରେଳବାଇ ଦ୍ୱାରା ଉପଲବ୍ଧ ହେଉଛି ପର୍ଯ୍ୟାପ୍ତ ରେକ୍
ନୂଆଦିଲ୍ଲୀ, (ପିଆଇବି) : ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି) ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ!-->!-->!-->…
Read More...
Read More...
୨୪ ଘଣ୍ଟା ଭିତରେ କ୍ରିମିଆ ବ୍ରିଜ ଉପରେ ହୋଇଥିବା ଆକ୍ରମଣ ପ୍ରତିଶୋଧ ନେଲା ରୁଷ
ନୂଆଦିଲ୍ଲୀ : ୨୪ ଘଣ୍ଟା ମଧ୍ୟରେ କ୍ରିମିଆ ସମୁଦ୍ର ସେତୁ ଉପରେ ହୋଇଥିବା ଆକ୍ରମଣ ଉପରେ ରୁଷର ରାଷ୍ଟ୍ରପତି ପୁତିନ ପ୍ରତିଶୋଧ ନେଇଛନ୍ତି । ଏଏଫ୍ପି ରିପୋର୍ଟ ଅନୁଯାୟୀ, ରୁଷର ସେନା ୟୁକ୍ରେନର ଓଡିଶା ପୋର୍ଟରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି । ଚିତ୍ରଗୁଡ଼ିକରେ ବନ୍ଦରରୁ ବିପୁଳ!-->…
Read More...
Read More...
୫୪ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଆଇଏଫ୍ଏଫ୍ଆଇର ପାନୋରମା ସେକ୍ସନ ପାଇଁ ଏନ୍ଡିଏଫସି ପକ୍ଷରୁ ଫିଚର ଓ…
ନୂଆଦିଲ୍ଲୀ, (ପି.ଆଇ.ବି.) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍ଏଫ୍ଆଇ) ଆୟୋଜନ କରୁଛି । ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ!-->…
Read More...
Read More...
‘ଭାରତ୍ ଡାଲ୍’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ଡାଲି ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ
• କିଲୋ ପ୍ରତି ୬୦ ଟଙ୍କା ଦରରେ ମିଳିବ ଏକ କିଲୋଗ୍ରାମ ପ୍ୟାକ୍ ଏବଂ କିଲୋପ୍ରତି ୫୫ ଟଙ୍କାରେ ମିଳିବ ୩୦ କିଲୋଗ୍ରାମ ପ୍ୟାକ୍
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍’!-->!-->!-->…
Read More...
Read More...
କୁନୋ ଜାତୀୟ ଉଦ୍ୟାନରେ ‘ଚିତା’ ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଥିବା ପ୍ରାଥମିକ ବିଶ୍ଳେଷଣରୁ ଜଣାପଡିଛି :…
ଅନ୍ୟ କାରଣରୁ ‘ଚିତା’ଙ୍କର ମୃତ୍ୟୁ ଘଟିଥିବା ଘେନି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁମାନ ସର୍ବସ୍ୱ ଏବଂ ଗୁଜବ; ଏହା ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁଭାରତ ସରକାର ଦେଶରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ନୀତି ପ୍ରଣୟନ କରି ତାହାକୁ ନିଷ୍ଠାର ସହ ପାଳନ!-->…
Read More...
Read More...
ଏବେ ୟୁପିଆଇ ଦ୍ୱାରା ଟଙ୍କା ପଠାଇ ହେବ ଦୁବାଇ
ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ୱ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ!-->…
Read More...
Read More...
ବାଷ୍ଟିଲ ଡେ ପରେଡ଼୍ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଜୁଲାଇ ୨୦୨୩ରେ ଚାମ୍ପସ୍-ଏଲିସିସ୍ରେ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ୍ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ସମ୍ମାନିତ ଅତିଥି ଭାବେ ବାଷ୍ଟିଲ୍ ଡେ ପରେଡ୍ରେ ସାମିଲ ହୋଇଛନ୍ତି ।
ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର ୨୫!-->!-->!-->…
Read More...
Read More...