Browsing Category
ଦେଶ ବିଦେଶ
୮ମ ଏବଂ ୯ମ କମ୍ୟୁନିଟି ରେଡିଓ ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ; ଆଞ୍ଚଳିକ କମ୍ୟୁନିଟି…
ସରକାର ଲାଇସେନ୍ସ ସମୟକୁ ୪ ବର୍ଷରୁ ୬ ମାସକୁ ହ୍ରାସ କରିଛନ୍ତି, ୧୩ଟି ପ୍ରକ୍ରିୟା ୮କୁ ହ୍ରାସ ପାଇଛି : ଅନୁରାଗ ଠାକୁରତୃତୀୟ ଇ-ନିଲାମ ସମୟରେ ୨୮୪ ଟି ସହରରେ ୮୦୮ ଚ୍ୟାନେଲ ନିଲାମ କରିବାକୁ ସରକାର ଘୋଷଣା କରିଛନ୍ତିଗତ ୨ ବର୍ଷରେ ୧୨୦ ଟି କମ୍ୟୁନିଟି ରେଡିଓ ଷ୍ଟେସନ୍ ଯୋଡି ହୋଇଛି, ମୋଟ!-->…
Read More...
Read More...
ଜି୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
“ବ୍ୟକ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ର ପର୍ଯ୍ୟନ୍ତ, ଶକ୍ତି ସବୁ ସ୍ତରରେ ବିକାଶକୁ ପ୍ରଭାବିତ କରିଥାଏ”“ଧାର୍ଯ୍ୟ ସମୟର ନଅ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ବୈଦ୍ୟୁତିକ କ୍ଷମତା ଲକ୍ଷ୍ୟ ହାସଲ କରିଛି”“ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତି, ସ୍ଥିର, ସମାନ ଏବଂ ନିରନ୍ତର ଶକ୍ତି ପାଇଁ କାର୍ଯ୍ୟ!-->…
Read More...
Read More...
ଜାତୀୟ ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ ନବ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ“ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବା ପାଇଁ ଆଜିଠାରୁ ଭଲ ସମୟ କିଛି ହୋଇପାରିବ ନାହିଁ”“ତୁମର ଏକ ଛୋଟ ପ୍ରୟାସ କାହାର ଜୀବନରେ ଏକ ବଡ଼ ପରିବର୍ତ୍ତନ ସୃଷ୍ଟି!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଶ୍ରମ ନିଯୁକ୍ତି ମନ୍ତ୍ରୀ ବୈଠକରେ ଉଦ୍ବୋଧନ
“ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ପ୍ରଯୁକ୍ତି ବିଦ୍ୟା ନିଯୁକ୍ତି ପାଇଁ ମୁଖ୍ୟ ସଂଚାଳକ ହୋଇଛି ଓ ରହିବ”“ସ୍କିଲିଂ, ଅପ ସ୍କିଲିଂ ଓ ରି ସ୍କିଲିଂ ହେଉଛି ଭବିଷ୍ୟତ କାର୍ଯ୍ୟବଳର ମନ୍ତ୍ର”“ବିଶ୍ୱରେ ବୃହତ୍ତମ କୁଶଳୀ କାର୍ଯ୍ୟବଳ ନିମନ୍ତେ ଭାରତର ସାମର୍ଥ୍ୟ ରହିଛି”“ଆମକୁ ନିଶ୍ଚିତ ଭାବେ ପ୍ରତ୍ୟେକ!-->…
Read More...
Read More...
ଓଡ଼ିଶାରୁ ଏଫ୍ସିଆଇର ଚାଉଳ ସଂଗ୍ରହ ସମ୍ପର୍କରେ ତଥ୍ୟ ଦେଲେ କେନ୍ଦ୍ର ସରକାର
● ଚଳିତ ଖରିଫ ବିପଣନ ଋତୁରେ ଏବେ ସୁଦ୍ଧା ୧୩ ଲକ୍ଷ ୫୩ ହଜାର ମେଟ୍ରିକ ଟନ୍ରୁ ଅଧିକ ଚାଉଳ ସଂଗ୍ରହ କରିଛି ଭାରତୀୟ ଖାଦ୍ୟ ନିଗମ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯!-->!-->!-->…
Read More...
Read More...
ଜୁଲାଇ ୨୨ତାରିଖରେ ରୋଜଗାର ମେଳାରେ ସରକାରୀ ବିଭାଗ ଏବଂ ସଂସ୍ଥାରେ ନବ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର…
ରୋଜଗାର ସୃଷ୍ଟିକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପଅନଲାଇନ୍ ମଡ୍ୟୁଲ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନବନିଯୁକ୍ତ କର୍ମଚାରୀମାନେ ନିଜେ ତାଲିମ ନେଇପାରିବେ
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->!-->!-->…
Read More...
Read More...
ଭୂମିକମ୍ପରେ ଥରିଲା ଜୟପୁର ଓ ମଣିପୁର
ନୂଆଦିଲ୍ଲୀ : ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଜୟପୁର ଓ ମଣିପୁର ରାଜ୍ୟରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି । ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଅନୁସାରେ, ପାହାନ୍ତା ୪ ରୁ ଭୋର୍ ୪.୨୫ ମଧ୍ୟରେ ରାଜସ୍ଥାନର!-->…
Read More...
Read More...
ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ସୁନିଶ୍ଚିତ…
ଅଣ ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା କେନ୍ଦ୍ରଆଗାମୀ ପାର୍ବଣ ଋତୁରେ କମ୍ ମୂଲ୍ୟ ଏବଂ ଉପଲବ୍ଧତା ନିଶ୍ଚିତ କରିବ ଏହି ନିଷ୍ପତ୍ତି
ଦିଲ୍ଲୀ, (ପିଆଇବି) : ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ!-->!-->!-->…
Read More...
Read More...
ସଂସଦର ମୌସୁମୀ ଅଧିବେଶନ, ୨୦୨୩ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ନୂଆଦିଲ୍ଲୀ, (ପିଆଇବି) :ନମସ୍କାର ବନ୍ଧୁଗଣ,ମୌସୁମୀ ଅଧିବେଶନରେ ଆପଣମାନଙ୍କୁ ସ୍ୱାଗତ । ଶ୍ରାବଣର ପବିତ୍ର ମାସ ଚାଲିଛି । ଆଉ ଏଥର ଯୋଡ଼ା ଶ୍ରାବଣ ପଡ଼ିଛି । ସେଥିପାଇଁ ଶ୍ରାବଣର ପବିତ୍ର ସମୟ ଅଧିକ ରହିଛି । ପବିତ୍ର ସଂକଳ୍ପ ନେବା ପାଇଁ, ପବିତ୍ର କାମ କରିବା ପାଇଁ ଶ୍ରାବଣକୁ ଖୁବ୍ ଉତ୍ତମ!-->…
Read More...
Read More...
ପୁଣି ଟମାଟୋ ଦର କମାଇଲେ କେନ୍ଦ୍ର ସରକାର
ଆଜିଠାରୁ ଏନ୍ସିସିଏଫ୍ ଏବଂ ନାଫେଡ୍ ଜରିଆରେ କିଲୋ ପ୍ରତି ୭୦ ଟଙ୍କାରେ ବିକ୍ରି କରାଯିବ
ନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ ଅର୍ଥାତ୍ ୨୦ ଜୁଲାଇ, ୨୦୨୩ ଠାରୁ କିଲୋ ପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ!-->!-->!-->…
Read More...
Read More...