Browsing Category

ଦେଶ ବିଦେଶ

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଏକ ବୈଠକରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ…

ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟକୁ ପ୍ରତିରୋଧୀ କରିବାର ଦୃଷ୍ଟିକୋଣ ଅନୁରୂପ ଅଟେଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଠାରେ ଆଜି ୭୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ…

୪ ଲେନ୍ ବିଶିଷ୍ଟ ପ୍ରଶସ୍ତିକରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହିତ ୩୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମୋଟେର-ବାନେର ଭାୟା ଲଡ଼ୁଗାଁ ସଡ଼କର ଉନ୍ନତିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ୨୦୧୯ ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ନିଷ୍ପତ୍ତି
Read More...

ଅଗଷ୍ଟ ୬ତାରିଖରେ ଏକ ଐତିହାସିକ ପଦକ୍ଷେପ ଭାବରେ ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର…

୨୪,୪୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଏହି ପୁନଃ ର୍ନିମାଣ କରାଯିବ"ସିଟି ସେଣ୍ଟର” ଭାବରେ ଷ୍ଟେସନର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛିସହରର ସାମଗ୍ରିକ ବିକାଶ ଦୃଷ୍ଟିକୋଣ ଅନୁସାରେ ରେଳ ଷ୍ଟେସନର ପୁନଃ ର୍ନିମାଣ ହେବଷ୍ଟେସନ୍ ସୌଧର
Read More...

ଚଳିତ ଋତୁରେ ଫସଲ ଅବଶିଷ୍ଟାଂଶ ପୋଡ଼ି ପରିମାଣକୁ ଶୂନ୍ୟ କରିବା ଦିଗରେ କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ଲକ୍ଷ୍ୟ ରଖିଛି…

ଫସଲର ଅବଶିଷ୍ଟାଂଶ ପୋଡ଼ିବା ଦ୍ୱାରା ବାୟୁ ପ୍ରଦୂଷଣ ବ୍ୟତୀତ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଉର୍ବରତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ସଙ୍ଗେ ସଙ୍ଗେ ଚାଷ ଜମି ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପଡ଼ିଥାଏ : ଶ୍ରୀ ତୋମାରଫସଲର ଅବଶିଷ୍ଟାଂଶ ଜାଳିବାର ପରିଚାଳନା ପ୍ରସଙ୍ଗରେ ଆନ୍ତଃମନ୍ତ୍ରଣାଳୟ ବୈଠକ
Read More...

ଲୋକସଭାରେ ଗୃହୀତ ହେଲା ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଲ୍ – ୨୦୨୩

ଦିଲ୍ଲୀ, (ପିଆଇବି) : ଲୋକସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଧେୟକ - ୨୦୨୩ ଗୃହୀତ ହୋଇଛି। ଆନ୍ତଃ ସେବା ସଂଗଠନ ବା ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସ୍ଓ) ଅର୍ଥାତ୍ ତିନି ସେନାବାହିନୀରେ କାର୍ଯ୍ୟରତ ଥିବା କିମ୍ବା ସମ୍ପୃକ୍ତ ଥିବା କର୍ମଚାରୀଙ୍କ
Read More...

ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଯାହାକି, ସୁପ୍ରିମ୍‌କୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏଭଳି ଏକ ଅଭିନବ ରାୟ ଶୁଣାଇଛନ୍ତି । MACT ଆକ୍ଟ ୧୬୬ ଅନୁସାରେ, ଯେଉଁଠି ଆକ୍ସିଡେଣ୍ଟ ହେବ, ସେଇଠି ହିଁ କେସ ହବ ଓ
Read More...

ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ

ଡେରାଡୁନ୍‌: ଗୁରୁବାର ରାତିରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ ପ୍ରାୟ ୧୩ଜଣ ଯାତ୍ରୀ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି । ଗତରାତିରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଆସିଥିବା
Read More...

ଦେଶବ୍ୟାପୀ ଆରମ୍ଭ ହେବ ‘ମେରୀ ମାଟି ମେରା ଦେଶ’ ଅଭିଯାନ

● ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି● ଗ୍ରାମାଞ୍ଚଳରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜନ କରାଯିବ ଜନଭାଗିଦାରୀ କାର୍ଯ୍ୟକ୍ରମ● ଗ୍ରାମ ପଞ୍ଚାୟତରେ ଶିଳା ଫଳକ ସଂଯୋଗ କରାଯିବ● ଅମୃତ କଳସ ଯାତ୍ରା ମାଧ୍ୟମରେ ଦେଶର କୋଣଅନୁକୋଣରୁ ମାଟି କଳସ ଅଣାଯାଇ ଅମୃତ ବାଟିକା
Read More...

ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଏକ ଏକୀକୃତ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା’ ଆରମ୍ଭ କରିଛି…

ଦିଲ୍ଲୀ, (ପିଆଇବି) : ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ନାଗରିକ- କେନ୍ଦ୍ରିକ ଏକୀକୃତ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା' ର ଶୁଭାରମ୍ଭ ସହିତ ରାଜପଥ ବ୍ୟବହାରକାରୀ ମାନଙ୍କ ଅଭିଜ୍ଞତାକୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ଉପଭୋକ୍ତା -
Read More...

ଟିକସ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବା ଲାଗି ୫୧ତମ ଜିଏସଟି ପରିଷଦ ବୈଠକରେ କରାଗଲା ଗୁରୁତ୍ୱପୂର୍ଣ୍ଣ ସୁପାରିସ

• କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ୍‌ ଗେମିଂରେ ଯୋଗାଣ ଉପରେ ଲାଗୁ ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଲାଗି ସିଜିଏସଟି ଆଇନ, ୨୦୧୭ର ଅନୁଚ୍ଛେଦ ୩ ସମେତ ସିଜିଏସଟି ଆଇନ ୨୦୧୭ ଏବଂ ଆଇଜିଏସଟି ଆଇନ ୨୦୧୭ରେ ନିର୍ଦ୍ଦିଷ୍ଟ ସଂଶୋଧନ ପାଇଁ ଜିଏସଟି ପରିଷଦର ସୁପାରିସ• ଭାରତରେ ଥିବା ଜଣେ
Read More...